ବାଂଲାଦେଶ ନିର୍ବାଚନରେ ୩ ହିନ୍ଦୁ ପ୍ରାର୍ଥୀ ବିଜୟୀ, ଜାଣନ୍ତୁ ସେମାନେ କିଏ?

ବାଂଲାଦେଶ ନିର୍ବାଚନରେ ବିଏନ୍‌ପି ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ରାଜଧାନୀ ଢାକା-୩ ଆସନରେ ଜଣେ ହିନ୍ଦୁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଏନ୍‌ପି ପକ୍ଷରୁ ଏହି ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଗୟେଶ୍ବର ଚନ୍ଦ୍ର ରାୟ ୯୯,୧୬୩ ଭୋଟରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ଜମାତ୍‌-ଇ-ଇସଲାମୀ ପାର୍ଟିର ମହମ୍ମଦ ଶାହିନୁର ଇସଲାମଙ୍କୁ ପରାସ୍ତ କରିଛନ୍ତି।

Hindu candidates win

ନିର୍ବାଚନ ପୂର୍ବରୁ ହିନ୍ଦୁ ସଂପ୍ରଦାୟଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଥିବାବେଳେ ରାଜଧାନୀ ଢାକାରୁ ଜଣେ ହିନ୍ଦୁ ପ୍ରାର୍ଥୀ ବିଜୟୀ ହେବା ଏକ ଶୁଭ ସଙ୍କେତ ବୋଲି ବିଏନ୍‌ପି ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଖୁଲ୍‌ନା-୧ ଆସନରେ ଜମାତ୍‌-ଇ-ଇସଲାମୀ ଟିକଟରେ ନିର୍ବାଚନ ଲଢୁଥିବା ଅନ୍ୟ ଜଣେ ହିନ୍ଦୁ ପ୍ରାର୍ଥୀ କୃଷ୍ଣ ନନ୍ଦୀ ୭୦,୩୪୬ ଭୋଟରେ ବିଏନ୍‌ପି ପ୍ରାର୍ଥୀଙ୍କ ନିକଟରୁ ହାରିଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+