Get Updates
Get notified of breaking news, exclusive insights, and must-see stories!

ପ୍ରଚାରରେ ଲାଗିଲା ବ୍ରେକ; ଆଉ ଦିନକ ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ , ଏଥର ଦେଶ ଦେଖିବ ନୂଆ ମୁଖିଆ

ଦିନକ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପଡ଼ିବ ଭୋଟ୍। ପ୍ରଚାରର ଶେଷ ଦିନରେ ଭୋଟରଙ୍କ ନିକଟତର ହେଲେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ପ୍ରତିଦ୍ବନ୍ଦ୍ବୀ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କମଲା ହ୍ୟାରିସ୍ ଶନିବାର ଦିନ ୱିସ୍କୋସିନ୍ରେରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ବିଜୟୀ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

US president election 2024

ସେହିପରି ଭର୍ଜିନିଆରେ ଶେଷ ଦିନରେ ପ୍ରଚାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ସମୟରେ ସେ ଜୋ ବାଇଡେନ ଓ କମଲା ହାରିସଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । କମଲା ହାରିସଙ୍କୁ ଟ୍ରମ୍ପ ବାମପନ୍ଥୀଙ୍କ ସପକ୍ଷବାଦୀ କହିବା ସହ ଦେଶରେ ଶାନ୍ତି ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଆଣିବାକୁ ଯୁବପିଢୀଙ୍କୁ ଆହ୍ବାନ ଦେଇଛନ୍ତି । ଏସବୁ ମଧ୍ୟରେ ଆସନ୍ତା ୫ ତାରିଖରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଜାଣନ୍ତୁ କଣ ରହିଛି ସଂଖ୍ୟା ଗଣିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+