ଇରାନ୍ ଯୁଦ୍ଧର ଭୟଙ୍କର ରୂପ; ଏଯାବତ୍ ମଲେଣି ପ୍ରାୟ ୨ ଶହ ଶିଶୁ
ଇରାନ୍ ଯୁଦ୍ଧର ଭୟଙ୍କର ରୂପ; ଏଯାବତ୍ ମଲେଣି ପ୍ରାୟ ୨ ଶହ ଶିଶୁ। ୨ ଶହ ଶିଶୁଙ୍କ ମୃତ୍ୟୁ ନେଇ UNICEF ପକ୍ଷରୁ ସାଂଘାତିକ ତଥ୍ୟ । ମଧ୍ୟପ୍ରାଚ୍ୟରେ ପ୍ରାୟ ୨ ଶହ ଶିଶୁଙ୍କ ମୃତ୍ୟୁ ହୋଇଛି। ଇରାନରେ ସର୍ବାଧିକ ୧୮୧ ଶିଶୁଙ୍କ ମୃତ୍ୟୁ।
ଲେବାନନରେ ୭, ଇସ୍ରାଏଲରେ ୩, କୁଏତରେ ଜଣେ ଶିଶୁଙ୍କ ମୃତ୍ୟୁ ।













Click it and Unblock the Notifications