ଆମେରିକାର ସ୍ୱର୍ଣ୍ଣିମ ଯୁଗର ଆରମ୍ଭ: ଡୋନାଲ୍ଡ ଟ୍ରମ୍ପ
Donald Trump: ଶପଥ ପରେ ଟ୍ରମ୍ପଙ୍କ ଅଭିଭାଷଣ । କହିଲେ ଆମେରିକାର ସ୍ୱର୍ଣ୍ଣିମ ଯୁଗର ଆରମ୍ଭ ହୋଇଛି । ପୁଣି ଆମ ଦେଶକୁ ମହାନ କରି ଗଢିବା, କେହି ଆମେରିକାର ବ୍ୟବହାର କରିପାରିବେ ନାହିଁ । ନିଜ ଦେଶ,ସମ୍ବିଧାନ ଓ ଭଗବାନଙ୍କୁ ଆମେ ଭୁସିବା ନାହିଁ । ସେହିପରି ସୀମାରେ ଏମର୍ଜେନ୍ସିର ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ ।
ଦକ୍ଷିଣ ସୀମାରେ ଏମର୍ଜେନ୍ସିର ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ । ଗ୍ରୀନ୍ ନ୍ୟୁ ଡିଲ୍ ସମାପ୍ତ କରିବେ ଏବଂ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଏବଂ ଅଟୋମୋବାଇଲ୍ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଜାତୀୟ ଶକ୍ତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବେ।

ତାଙ୍କ ଭାଷଣ ସମୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ସମୟରେ ହତ୍ୟା ଉଦ୍ୟମ ସମେତ ତାଙ୍କ ସାମ୍ନାରେ ଆସିଥିବା ଚ୍ୟାଲେଞ୍ଜ ବିଷୟରେ ମନେ ପକାଇ କହିଛନ୍ତି, 'ଆମେରିକାକୁ ପୁଣି ଥରେ ମହାନ କରିବା' ପାଇଁ ଭଗବାନ ତାଙ୍କୁ ରକ୍ଷା କରିଛନ୍ତି।












Click it and Unblock the Notifications