ପାକିସ୍ତାନରେ ପୁଣି ଆତଙ୍କବାଦୀ ଆକ୍ରମଣ, ୨୩ ଲୋକଙ୍କ ମୃତ୍ୟୁ
ପାPakistan News: କିସ୍ତାନ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ହୋଇଛି । ବନ୍ଧୁକଧାରୀମାନେ ସୋମବାର ଦିନ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ କିଛି ଲୋକଙ୍କୁ ଗାଡିରୁ ଜବରଦସ୍ତ ଉହ୍ଲାଇ ପ୍ରୟା 23 ଜଣଙ୍କୁ ହତ୍ୟା କରିଛନ୍ତି । ଜିଓ ନ୍ୟୁଜ୍ ଅନୁଯାୟୀ, ମୃତ୍ୟୁ ବରଣ କରିଥିବା ସମସ୍ତ ଲୋତ ଯାତ୍ରୀ ଥିଲେ । ବାଲୁଚିସ୍ତାନର ମୁସାଖେଲର ରାରାଶାମ ଅଞ୍ଚଳରେ ଯାତ୍ରୀବାହୀ ବସ୍ ଏବଂ ଟ୍ରକରୁ ଓହ୍ଲାଇବା ପରେ ଅତି କମରେ 23 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସୋମବାର ଜିଓ ନ୍ୟୁଜକୁ ପୋଲିସ ଏହି ସୂଚନା ଦେଇଛି। ପୋଲିସର ସୂଚନାନୁସାରେ, ଯାତ୍ରୀମାନଙ୍କୁ ସଶସ୍ତ୍ର ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଥିଲେ ।













Click it and Unblock the Notifications