ବଢ଼ିଲା ପାକିସ୍ତାନର ଟେନ୍ସସ; ଆଫଗାନିସ୍ତାନ ସୀମା ଦେଇ ଦେଶ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ
ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାବେଳେ ଆଫଗାନିସ୍ତାନ ସୀମାରେ ବିବାଦ ଦେଖାଦେଇଛି। ପାକ୍ ସେନା ଦାବି କରିଛି ଯେ, ଆଫଗାନିସ୍ତାନ ସୀମା ଦେଇ ଦେଶ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୫୪ ଆତଙ୍କବାଦୀଙ୍କୁ ସେନା ହତ୍ୟା କରିଛିି। ଏହି ଘଟଣା ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର ପାଖତୁନଖୱା ପ୍ରାନ୍ତର ଉତ୍ତର ୱାଜିରିସ୍ତାନ ଜିଲ୍ଲାର ହାସନ ଖେଲ ଅଞ୍ଚଳରେ ଶୁକ୍ରବାର ଓ ରବିବାର ମଧ୍ୟରେ ଘଟିଛି।

ସେନା କହିଛି ଯେ, ଏହି ଆତଙ୍କବାଦୀମାନେ "group of jihadists" (ପାକିସ୍ତାନୀ ତାଲିବାନ) ସଦସ୍ୟ ଥିଲେ ଏବଂ ସେମାନଙ୍କୁ "foreign masters"ଙ୍କ ନିର୍ଦ୍ଦେଶରେ ପାକିସ୍ତାନରେ ବଡ଼ ଆତଙ୍କବାଦ ଆକ୍ରମଣ ପାଇଁ ପଠାଯାଇଥିଲା।












Click it and Unblock the Notifications