ବାଂଲାଦେଶରେ ଉତ୍ତେଜନା; ହାଇଆଲର୍ଟରେ ପୂରା ଦେଶ, ହିଂସା ଭିଆଇଲେ ଗୁଳି କରିବାକୁ ପୋଲିସକୁ ସରକାରଙ୍କ ନିର୍ଦ୍ଦେଶ

ବାଂଲାଦେଶରେ ଉତ୍ତେଜନା; ହାଇଆଲର୍ଟରେ ପୂରା ଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍‌ଙ୍କ ରାୟ ପୂର୍ବରୁ ହାଇଆଲର୍ଟ। ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ। ରାୟ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା, ବିଭିନ୍ନ ସ୍ଥାନରେ ବିସ୍ଫୋରଣ ସୂଚନା ।
ଶେଖ୍ ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ । ହିଂସା ଭିଆଇଲେ ତୁରନ୍ତ ଗୁଳି କରିବାକୁ ପୋଲିସକୁ ସରକାରଙ୍କ ନିର୍ଦ୍ଦେଶ।

Tension in Bangladesh entire country on high alert
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+