ଏହି ଦେଶରେ ବ୍ୟାନ ହେଲା ଚେସ୍‌, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ....

ତାଲିବାନ ଶାସନରେ ସବୁବେଳେ ଅଦ୍ଭୁତ ନିୟମ ରହିଥାଏ । ଆଉ ଏହାରି ମଧ୍ୟ ପୁଣି ଏକ ନୂଆ ନିୟମ ଆଫଗାନିସ୍ତାନରେ ଲାଗୁ ହୋଇଛି । ଆଫଗାନିସ୍ତାନରେ ତାଲିବାନ ସରକାର ଚେସ୍ ଖେଳ ଉପରେ ବ୍ୟାନ ଲଗାଇଛନ୍ତି । ଏହି ଖେଳ ଜୁଆ ଖେଳର ମାଧ୍ୟମ ସାଜିଛି ବୋଲି ଭୟ କରୁଛନ୍ତି ତାଲିବାନ ସରକାର ।

ଏହା ଆଫଗାନିସ୍ତାନରେ ପ୍ରଥମ ଖେଳ ନୁହେଁ ଯାହାକୁ ତାଲିବାନ ବ୍ୟାନ୍ କରିଛି। ସେଠାକାର ମହିଳାମାନଙ୍କର ଅବସ୍ଥା ସବୁଠାରୁ ଖରାପ। ସେମାନଙ୍କୁ କୌଣସି ପ୍ରକାରର ଖେଳରେ ଅଂଶଗ୍ରହଣ କରିବାର ଅନୁମତି ନାହିଁ, ପ୍ରତ୍ୟେକ ଖେଳ ସେମାନଙ୍କ ପାଇଁ ବ୍ୟାନ୍।ତାଲିବାନ ସରକାର ୨୦୨୧ ରେ କ୍ଷମତା ହାସଲ କରିବା ପରଠାରୁ ଲଗାତାର ଏପରି ଆଇନ ଏବଂ ନିୟମ ଲାଗୁ କରିଛି ।

chess

ଯାହାକି ଇସଲାମିକ ଆଇନ ପ୍ରତି ଏହାର ଚରମପନ୍ଥି ଆଭିମୁଖ୍ୟକୁ ଦର୍ଶାଉଛି। ନ୍ୟୁଜ ଏଜେନ୍ସି ଏଏଫପି ରିପୋର୍ଟ ଅନୁସାରେ, କ୍ରୀଡ଼ା ନିର୍ଦ୍ଦେଶାଳୟର ମୁଖପାତ୍ର ଅଟଳ ମାଶୱାନୀ କହିଛନ୍ତି, ଶରିଆ (ଇସଲାମିକ ଆଇନ)ରେ ଚେସକୁ ଜୁଆର ଏକ ପ୍ରକାର ଭାବରେ ବିବେଚନା କରାଯାଏ। ଯାହା ଗତ ବର୍ଷ ପ୍ରଣୟନ ହୋଇଥିବା ଏକ ଆଇନ ଅନୁଯାୟୀ ନିଷିଦ୍ଧ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+