ସ୍କୁଲ୍ରେ ଗୁଳିକାଣ୍ଡ , ୧୦ ମୃତ
ସ୍ବିଡେନ୍ରେ ଏକ ସ୍କୁଲରେ ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ମଙ୍ଗଳବାର ସକାଳୁ, ସ୍ବିଡେନ୍ ରାଜଧାନୀ ଷ୍ଟକହୋମ୍ରୁ ୨୦୦ କିଲୋମିଟର ଦୁର ଓରେବ୍ରୋ ସହରେ ଗୁଳିକାଣ୍ଡ ହୋଇଯାଇଛି। ଦିନ ଗୋଟାଏ ବେଳେ ସ୍କୁଲରେ ପଶି କିଛି ଦୁର୍ବୃତ୍ତ ଗୁଳିଚାଳନା କରିଥିଲେ। ସେତେବେଳେ ସ୍କୁଲରେ ଛାତ୍ରଛାତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ। ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଗୁରୁତର ଆହତ ହୋଇଛନ୍ତି।













Click it and Unblock the Notifications