ସବୁ ସତ ବଖାଣିଲେ ଶେଖ ହାସିନା, କହିଲେ ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଥିଲି

ଢାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଗତ ବର୍ଷ ଅଗଷ୍ଟରେ ନିଜ ଜୀବନ ବଞ୍ଚାଇବା ପାଇଁ ଭାରତ ପଳାଇ ଆସିଥିଲେ। ଏହା ପରେ, ମହମ୍ମଦ ୟୁନୁସ୍‌ ଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରାୟ ପାଞ୍ଚ ମାସ ପରେ, ହାସିନାଙ୍କର ଏକ ଅଡିଓ ସାମ୍ନାକୁ ଆସିଛି। ଆୱାମୀ ଲିଗ ଦଳ ଦ୍ୱାରା ଜାରି କରାଯାଇଥିବା ଏହି ଅଡିଓ ବାର୍ତ୍ତାରେ ଭୟଭୀତ ଶେଖ ହାସିନା କହିଛନ୍ତି, ମୁଁ ଏବଂ ମୋ ଭଉଣୀ ମାତ୍ର ୨୦-୨୫ ମିନିଟର ବ୍ୟବଧାନରେ ମୃତ୍ୟୁରୁ ବଞ୍ଚିଯାଇଛୁ। ଆୱାମୀ ଲିଗ ଏହାର ଫେସବୁକ ପୃଷ୍ଠାରେ ଏହି ଅଡିଓ ଜାରି କରିଛି।

ଗତବର୍ଷ ଶେଖ୍ ହସିନା ସରକାର ବିରୋଧରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ୬୦୦ ଲୋକ ପ୍ରାଣ ହରାଇଥିଲେ। ଗତବର୍ଷ ଶେଖ୍ ହସିନା ସରକାର ବିରୋଧରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ୬୦୦ ଲୋକ ପ୍ରାଣ ହରାଇଥିଲେ।

Sheikh Hasina
ତାଙ୍କର ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ଶେଖ୍ ହସିନା ଅଭିଯୋଗ କରିଛନ୍ତି। ଏଥିସହିତ ସେ ବିଶ୍ୱାସ କରୁଥିଲେ ଯେ ଇଶ୍ବରଙ୍କ ଦୟାରୁ ସେ ଜୀବିତ ବଞ୍ଚିଯାଇଛଥିଲେ। 'ପ୍ରଥମେ ଅଗଷ୍ଟ ୨୧ ( ୨୦୦୪) ରେ ଗ୍ରେନେଡ୍ ଆକ୍ରମଣ, ତା'ପୂର୍ବରୁ ୨୦୦୦ରେ କୋଟାଲିପଡ଼ା ବୋମା ବିସ୍ଫୋରଣର ଷଡ଼ଯନ୍ତ୍ର ଏବଂ ଏବେ ଏହି ସଦ୍ୟତମ ଆକ୍ରମଣ। ଇଶ୍ବରଙ୍କ ଦୟାରୁ ରେହାନା ଓ ମୁଁ ବଞ୍ଚି ଯାଇଥିଲୁ। ନଚେତ୍ ଆମେ ବଞ୍ଚି ନଥାନ୍ତୁ।'
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+