Get Updates
Get notified of breaking news, exclusive insights, and must-see stories!

ଆବେଙ୍କ ପ୍ରଂଶସାକୁ ମନେ ପକାଇଲେ ଭାରତୀୟ ଉଦ୍ୟୋଗୀ

ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ହୋଇଛି। ୟୁଏଇରେ ଜଣେ ଭାରତୀୟ ଉଦ୍ୟୋଗୀ ଶାମଶିର ଆଜି ସିଞ୍ଜୋ ଆବେଙ୍କୁ ମନେ ପକାଇଛନ୍ତି।

ଦୁବାଇ: ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ହୋଇଛି। ୟୁଏଇରେ ଜଣେ ଭାରତୀୟ ଉଦ୍ୟୋଗୀ ଶାମଶିର ଆଜି ସିଞ୍ଜୋ ଆବେଙ୍କୁ ମନେ ପକାଇଛନ୍ତି। ତାଙ୍କ ଉପହାର ନେହେରୁ ଜ୍ୟାକେଟର ଖୁବ ପ୍ରଂଶସା କରିଥିଲେ ଆବେ । 2015 ରେ ବାରାଣାସୀ ଗସ୍ତ ସମୟରେ ଏହି ସିଞ୍ଜୋ ଏହି କଳା ସାର୍ଟ ଉପରେ ଏହି ଜ୍ୟାକେଟ ପିନ୍ଧିଥିବା ନଜର ଆସିଥିଲେ।

ABE

ବାରାଣାସୀର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଏହି ଜ୍ୟାକେଟ ପିନ୍ଧି ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଶାଶ୍ବମେଧ ଘାଟରେ ଆଳତୀରେ ଯୋଗ ଦେଇଥିଲେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଆବେ । ଜାପାନ ସହ ଡାକ୍ତରୀ ପ୍ରଯୁକ୍ତି ସହଯୋଗ ସୁଯୋଗ ବିଷୟରେ ଆଲୋଚନା କରିବା ପାଇଁ ଯାତ୍ରା ସମୟରେ ଶାମଶିର ପ୍ରଥମ ଦିନରେ ହିଁ ଆବେଙ୍କୁ ଭେଟିବାର ଏକ ବିରଳ ସୁଯୋଗ ପାଇଥିଲେ ।

67 ବର୍ଷବୟସ୍କ ଆବେଙ୍କୁ ଆଜି ପଶ୍ଚିମ ଜାପାନର ଏକ ରାସ୍ତାରେ ଜଣେ ବନ୍ଧୁକଧାରୀ ହତ୍ୟା କରିଥିଲେ। ଏକ ସଭାରେ ଭାଷଣ ଦେଉଥିବା ବେଳେ ଆବେଙ୍କୁ ପଛରୁ ତାଙ୍କ ଉପରକୁ ଗୁଳି ଚଳା ଯାଇଥିଲା । ସ୍ୱାସ୍ଥ୍ୟ ଗତ କାରଣରୁ 2020 ରେ ପଦ ଛାଡିବା ପୂର୍ବରୁ ଆବେ ଜାପାନର ଦୀର୍ଘତମ କାର୍ଯ୍ୟକରୁଥିବା ନେତା ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+