ଭାରତୀୟ ମତ୍ସ୍ୟଜୀବୀଙ୍କୁ ପୁଣି ଗିରଫ କଲା ଶ୍ରୀଲଙ୍କା ନୌସେନା , ଗୋଟିଏ ସପ୍ତାହରେ ଏହା ଦ୍ୱିତୀୟ ଘଟଣା

ନୂଆଦିଲ୍ଲୀ: ଶ୍ରୀଲଙ୍କା ନୌସେନା ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ସଦ୍ୟତମ ମାମଲାରେ ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ମତ୍ସ୍ୟଜୀବୀଙ୍କ ପ୍ରସଙ୍ଗ ଭାରତ ଏବଂ ଶୀଲଙ୍କା ମଧ୍ୟରେ ସବୁବେଳେ ଉଠୁଥିବା ଏକ ବିବାଦୀୟ ପ୍ରସଙ୍ଗ ହୋଇ ଗଲାଣି ।

ଶ୍ରୀଲଙ୍କା ନୌସେନାର କର୍ମଚାରୀମାନେ ମଧ୍ୟ ପାଲ୍କ ଷ୍ଟ୍ରାଇଟରେ ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରକୁ ଗୁଳି ଚଳାଇ ଶ୍ରୀଲଙ୍କାର ଆଞ୍ଚଳିକ କୂଳକୁ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ସେମାନଙ୍କ ଡଙ୍ଗା ବୁଡ଼ାଇ ଦେଇଛନ୍ତି । ଦେଶର ଉତ୍ତର ଜାଫ୍ଟ କରାଇନାଗର ଉପକୂଳ ପକୂଳରେ ଅବୈଧ ଉପଦ୍ୱୀପ ଅଞ୍ଚଳରେ ଶିକାର କରିବା ଅଭିଯୋଗରେ ର ଶ୍ରୀଲଙ୍କା ନୌସେନା ୧୨ ଜଣ ଭା ଭାରତୀୟ ରବିବାର ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ।

fisher man

ରବିବାର ଦିନ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ଟ୍ରଲରକୁ ଜବତ କରିଛି । ଶ୍ରୀଲଙ୍କା ନୌସେନା କହିଛି ଯେ ମତ୍ସ୍ୟଜୀବୀଙ୍କୁ ଶନିବାର ଉତ୍ତର ଜାଗ୍ନୀ ଉପଦୀପରେ କରାଇନାଗର ଉପକୂଳରୁ ଗିରଫ କରାଯାଇଛି ଏବଂ ସେମାନଙ୍କ ତିନୋଟି ଟ୍ରଲରକୁ ଜବତ କରାଯାଇଛି । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ କାନକେସନ୍ତୁ ରାଇ ବନ୍ଦରକୁ କୁ ନିଆଯାଇଥଲା ।

ଶ୍ରୀଲଙ୍କା ନୌସେନାର କର୍ମଚାରୀମାନେ ମଧ୍ୟ ପାଇ ଷ୍ଟ୍ରାଇଟ୍ରେ ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରକୁ ଗୁଳି ଚଳାଇ ଶ୍ରୀଲଙ୍କାର ଆଞ୍ଚଳିକ ଜଳକୁ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ମତ୍ସଜୀବୀଙ୍କ ଡଙ୍ଗା ବୁଡ଼ାଇ ଦେଇଛନ୍ତି । ମତ୍ସ୍ୟଚାଷ ତାମିଲନାଡୁକୁ ଶ୍ରୀଲ ଲଙ୍କା ଠାରୁ ପୃଥକ କରୁଥିବା ଜଳର ଏକ ସଂକୀର୍ଘ ପଦ୍ମ ଷ୍ଟ୍ରେଟ୍ । ଉଭୟ ଦେଶର ମତ୍ସ୍ୟଜୀବୀଙ୍କ ପାଇଁ ଏକ ସମୃଦ୍ଧ ମତ୍ସ୍ୟଉତ୍ସ ।

ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା କର୍ତ୍ତୃପକ୍ଷ ଅନ୍ତର୍ଜାତୀୟ ରାଇ ସାମୁଦ୍ରିକ ସୀମା ଅତିକ୍ରମ କରି ଏବଂ ଶ୍ରୀଲଙ୍କା ଜଳରେ ମାଛ ଧରିବା ଅଭିଯୋଗରେ ପର୍ଯ୍ୟାୟକ୍ରମେ ଏଭଳି ଘଟଣା ଘଟୁଛି । ୨୦୨୩ ମସିହାରେ ଶ୍ରୀଲଙ୍କା ନୌସେନା ସମୁଦ୍ରରେ ୩୫ ଟି ଟ୍ରଲର ସହିତ ୨୪୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+