ଶ୍ରୀଲଙ୍କାରେ ଦିତୱା ତାଣ୍ଡବ; ମୃତ୍ୟୁ ସଂଖ୍ୟା ୪୧୦କୁ ବୃଦ୍ଧି
ଘୂର୍ଣ୍ଣିଝଡ଼ ଦିଟୱା ପ୍ରଭାବିତ ଶ୍ରୀଲଙ୍କାରେ ମୃତ୍ୟୁ ସଂଖ୍ୟା ୪୧୦କୁ ବୃଦ୍ଧି ପାଇଛି । ୩୧୦ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି । ୨୫ଟି ଜିଲ୍ଲାରେ ୧୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଶ୍ରୀଲଙ୍କା ବିପର୍ଯ୍ୟୟ ପରିଚାଳନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଅପରେସନ୍ ସାଗରବନ୍ଧୁ ଅଧୀନରେ ଭାରତ ମନବୀୟ ସହାୟତାକୁ ଅଧିକ ତ୍ବରାନ୍ବିତ କରିଛି ।













Click it and Unblock the Notifications