Sri Lanka Crisis Live :Sri Lanka Crisis Live : ଭାରତ ପଠାଉଛି ଖାଦ୍ୟ ସହ ଅତ୍ୟାବଶ୍ୟକ ସାମଗ୍ରୀ
ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଦେଖା ଦେଇଥିବା ଆର୍ଥିକ ସଙ୍କଟ ଓ ହିଂସାକୁ ନେଇ ଦେଖନ୍ତୁ 'ୱାନଇଣ୍ଡିଆ ଓଡିଆ' ର ଲାଇଭ୍ ଅପଡେଟ୍ ।
Sri Lanka Crisis LIVE: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଦେଖା ଦେଇଥିବା ଆର୍ଥିକ ସଙ୍କଟ ଓ ହିଂସାକୁ ନେଇ ଦେଖନ୍ତୁ 'ୱାନଇଣ୍ଡିଆ ଓଡିଆ' ର ଲାଇଭ୍ ଅପଡେଟ୍ ।
ଜଳୁଛି ଶ୍ରୀଲଙ୍କା । ଧିରେ ଧିରେ ଆହୁରି ବିଗିଡିବାରେ ଲାଗିଛି ପରିସ୍ଥିତି । ଆର୍ଥିକ ସଙ୍କଟ ସହିତ ସମଗ୍ର ଦେଶ ହିଂସାର ନିଆଁରେ ଜଳୁଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପରିସ୍ଥିତି ମଧ୍ୟ ଘୋଷଣା କରାଯାଇଛି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସା ମଧ୍ୟ ଇସ୍ତଫା ଦେଇଛନ୍ତି । ଏପରି ପରିସ୍ଥିତିରେ ସେଠାରେ ରାଜନୈତିକ ସଙ୍କଟ ଦେଖାଦେଇଛି। ପଡୋଶୀ ଦେଶ ହୋଇଥିବାରୁ ଭାରତ ସରକାର ମଧ୍ୟ ଏହି ପ୍ରସଙ୍ଗରେ ନିରନ୍ତର ନଜର ରଖିଛନ୍ତି।

ଫିଚ୍ ରେଟିଂ ଶ୍ରୀଲଙ୍କାର ଦୀର୍ଘକାଳୀନ ବୈଦେଶିକ ମୁଦ୍ରା (LTFC) ପ୍ରଦାନକାରୀ ଡିଫଲ୍ଟ ରେଟିଂ (IDR) କୁ 'C' ରୁ ସୀମିତ ଡିଫଲ୍ଟ (RD) କୁ ଡାଉନଗ୍ରେଡ୍ କରିଛି । ଗୁରୁବାର ଦିନ ପ୍ରକାଶିତ ଏହାର ରେଟିଂ ଆକ୍ସନ କମେଣ୍ଟ୍ରିରେ ଫିଚ କହିଛନ୍ତି ଯେ 18 ଏପ୍ରିଲ 2022 ରେ ଶ୍ରୀଲଙ୍କା ସାର୍ବଭୌମ ବଣ୍ଡ ପୂରଣ କରିବାକୁ ଥିଲା, ଯାହା ଶ୍ରୀଲଙ୍କା ଏକ ମାସର ଅବଧି ପରେ ମଧ୍ୟ ପୂରଣ କରିପାରି ନାହିଁ, ତେଣୁ ଶ୍ରୀଲଙ୍କାର ମୂଲ୍ୟାୟନ ହ୍ରାସ ପାଇଛି ।
READ MORE












Click it and Unblock the Notifications