ୟୁକ୍ରେନ ଉପରେ ରୁଷର ଭୟଙ୍କର ଆକ୍ରମଣ:୨୧ ମୃତ

ରୁଷ- ୟୁକ୍ରେନ ଯୁଦ୍ଧ ପୁଣି ଥରେ ଭୟାବହ ପରିସ୍ଥିତିରେ। ରବିବାର ରୁଷ, ୟୁକ୍ରେନର ସୁମୀରେ ବାଲିଷ୍ଟିକ ମିସାଇଲ ମାଡ଼ କରିଛି। ଏଥିରେ ସୁମୀର ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ରୁଷ ମିସାଇଲ ସହରର ରାସ୍ତା, ସାଧାରର ଜୀବନ, ଆବସିକ ଅଞ୍ଚଳ, ଶିକ୍ଷାନୁଷ୍ଠାନ, ରାସ୍ତାରେ ଥିବା କାର୍‌କୁ ଟାର୍ଗେଟ କରାଯାଇଛି। ରବିବାର ସକାଳେ ହୋଇଥିବା ଏହି ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି।

ତେବେ ଏହି ଆକ୍ରମଣକୁ ରୁଷ-ୟୁକ୍ରେନ ଯୁଦ୍ଧର ନୂଆ ଅଧ୍ୟାୟ ବୋଲି କୁହାଯାଉଛି। ପ୍ରାଥମିକ ସୂଚନା ଅନୁସାରେ ମିଶାଇଲ ମାଡ଼ରେ ପ୍ରାୟ ୨୧ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।

Special friendship Russian missile hit warehouse of Indian firm claims Ukraine

ୟୁକ୍ରେନ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ବିଶ୍ୱକୁ କଡ଼ା ଜବାବ ଦେବା ଉଚିତ। ଆମେରିକା, ୟୁରୋପ, ବିଶ୍ୱର ପ୍ରତ୍ୟେକ ଲୋକ ଯେଉଁମାନେ ଏହି ଯୁଦ୍ଧ ଏବଂ ଏହି ହତ୍ୟାକାଣ୍ଡକୁ ସମାପ୍ତ କରିବାକୁ ଚାହାଁନ୍ତି। ରୁଷିଆ ଠିକ ଏହଭଳି ଆତଙ୍କ ଚାହୁଁଛି ଏବଂ ଏହି ଯୁଦ୍ଧକୁ ଆଗକୁ ନେଉଛି। ରୁଷିଆ ଉପରେ ଚାପ ବିନା ଶାନ୍ତି ଅସମ୍ଭବ। ଆଲୋଚନା କେବେ ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ଆକାଶ ବୋମା ବନ୍ଦ କରିନାହିଁ। ରୁଷ ପ୍ରତି ଏପରି ମନୋଭାବର ଆବଶ୍ୟକତା ଅଛି ଯାହା ଜଣେ ଆତଙ୍କବାଦୀ ପାଇବାର ଯୋଗ୍ୟ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+