ଖେଳିବା ସମୟରେ ବଜ୍ରପାତ ନେଲା ଜୀବନ, ଭିଡିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
ଫୁଟବଲ ଗ୍ରାଉଣ୍ଡରେ ଖେଳୁଥିବା ଜଣେ ଖେଳାଳିଙ୍କ ବଜ୍ରପାତ ଯୋଗୁଁ ହଠାତ୍ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାଟିି ପେରୁରେ ବର୍ତ୍ତମାନ ଏହି ଘଟଣାର ଭିଡିଓ ଏବେ ସୋଶାଲା ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପେରୁର ଜୁଭେଣ୍ଟୁଡ୍ ବେଲାଭିଷ୍ଟା ଏବଂ ହୁଆଙ୍କାୟୋରେ ଫାମିଲିୟା ଚୋକା ନାମକ ଦୁଇଟି କ୍ଲବ ମଧ୍ୟରେ ମ୍ୟାଚ୍ ଖେଳା ଯାଉଥିବା ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ଏହି ବଜ୍ରପାତ କାରଣରୁ କିିଛି ଖେଳାଳି ମଧ୍ୟ ଆହତ ହୋଇଥିବା ଜଣାଯାଇଛି।

ସୋସିଆଲ ମିଡିଆରେ ପୋଷ୍ଟ ଅନୁଯାୟୀ, ଏକ ରେଫର ଖେଳାଳିଙ୍କୁ ପଡ଼ିଆକୁ ଆସିବାକୁ କହିବା ପାଇଁ ବାଧ୍ୟ କରିଥିଲେ । ଖେଳାଳିମାନେ ପଡ଼ିଆକୁ ଯାଉଥିବାେ ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ୩୯ ବର୍ଷିୟ ଫୁଟବଲ ଖେଳାଳି ଜୋସେ, ହୁଗୋ ଦେ ଲା କ୍ରୁଜ ମେସା ବଜ୍ରପାତରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
In Peru, a soccer player died after being struck by lightning during a match
The tragedy occurred on November 3 during a match between clubs Juventud Bellavista and Familia Chocca, held in the Peruvian city of Huancayo.
During the game, a heavy downpour began and the referee… pic.twitter.com/yOqMUmkxaJ
— NEXTA (@nexta_tv) November 4, 2024
ଅଳ୍ପ କିଛି ଖେଳାଳି ଆହତ ହୋଇଥିଲେ । ଆଉ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ କାରଣ ସେମାନଙ୍କ ଶରିର କିଛି ଅଂଶ ଜଳିଯାଇଥିବା କୁହାଯାଉଛି ।












Click it and Unblock the Notifications