Get Updates
Get notified of breaking news, exclusive insights, and must-see stories!

Singapore Covid-19 Cases: ଏହି ଦେଶରେ କରୋନା ସ୍ଥିତି ସଙ୍ଗୀନ, ଜୁନରେ ବିଗିଡିପାରେ ସ୍ଥିତି

Singapore Covid-19 Cases: ସିଙ୍ଗାପୁରରେ ପୁଣି କାୟା ବିସ୍ତାର କରିବାରେ ଲାଗିଛି କରୋନା । ଜୁନ୍ ସୁଦ୍ଧା ସିଙ୍ଗାପୁରରେ କୋଭିଡ୍-୧୯ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ଦେଶର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆମେ କୋଭିଡ ଲହରର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛୁ, କିନ୍ତୁ ଏହା କ୍ରମାଗତ ଭାବେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ଖବରକାଗଜ ରିପୋର୍ଟ ଅନୁସାରେ, ସିଙ୍ଗାପୁରରେ କରୋନାର ମୁଖ୍ୟ ଭାରିଏଣ୍ଟ FLiRT ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

Singapore Covid-19 Cases

କରୋନାର ନୂଆ ଭାଇରିଏଣ୍ଟ FLiRT ସିଙ୍ଗାପୁରରେ କାୟା ବିସ୍ତାର କରିବାର ଲାଗିଛି । ଆଞ୍ଚଳିକ ସମ୍ବାଦ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସିଙ୍ଗାପୁରରେ ଦୁଇ ତୃତୀୟାଂଶରୁ ଅଧିକ ମାମଲା KP.1 ଏବଂ KP.2 ପ୍ରକାର ଅଟେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମେ' 3 ତାରିଖ ପର୍ଯ୍ୟନ୍ତ KP.2 ଭାଇରିଏଣ୍ଟ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା ।

WHO'ର ସୂଚନା ଅନୁସାରେ କରୋନାର KP 2 ଏବଂ KP 1 ଭାରିଏଣ୍ଟ FLiRT ଅପେକ୍ଷା କମ୍ ସଂକ୍ରମିତ । ଏହା ଦ୍ରୁତ ଗତିରେ ବ୍ୟାପିପାରେ ଲାଗିଛି । ସିଙ୍ଗାପୁରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, କୋଭିଡ-19 ମାମଲା ସିଙ୍ଗାପୁରରେ 5 ରୁ 11 ମେ' ମଧ୍ୟରେ 25,900 ଥିଲା, ଯାହା ପୂର୍ବ ସପ୍ତାହରେ 13,700 ଥିଲା।

ଆକଳନ ଅନୁଯାୟୀ, ଏକ ସପ୍ତାହ ପୂର୍ବରୁ 181 କୋଭିଡ -19 ସଂକ୍ରମିତ ରୋଗୀଙ୍କୁ ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିଲା, ଯାହାର ସଂଖ୍ୟା 250 କୁ ବୃଦ୍ଧି ପାଇଛି। ସୂଚନା ଅନୁସାରେ, ଭାରତରେ FLiRTର 91ଟି ମାମଲା ଚିହ୍ନଟ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+