Get Updates
Get notified of breaking news, exclusive insights, and must-see stories!

ବାଂଲାଦେଶ ଉପରେ ଶେଖ ହସିନାଙ୍କ ବଡ଼ ବୟାନ, କହିଲେ ଆତଙ୍କବାଦୀଙ୍କ......

ବାଂଲାଦେଶ 'ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ' ହେଉଛି ବୋଲି ଶେଖ୍ ହାସିନାଙ୍କ ଚେତାବନୀ । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଚେତାବନୀ ଦେଇଛନ୍ତି ଯେ ଦେଶ ଏବେ ଆତଙ୍କବାଦୀ ଆଶ୍ରୟସ୍ଥଳୀରେ ପରିଣତ ହେଉଛି । ଲଣ୍ଡନରେ ଥିବା ହସିନା ଅଭିଯୋଗ କରିଛନ୍ତି, ଅଗଷ୍ଟ ୨୦୨୪ରେ ତାଙ୍କ ସରକାରଙ୍କୁ ହଟାଇବା ପରେ ଅନ୍ତରୀଣ ସରକାର ଜାମାତ-ଏ-ଇସଲାମୀ ଏବଂ ଅନ୍ୟାନ୍ୟ ଉଗ୍ରବାଦୀ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦେଉଛି ।

hasina

ହସିନା ଦାବି କରିଛନ୍ତି ଯେ, ଏହି ଗୋଷ୍ଠୀ ହିନ୍ଦୁ ଏବଂ ଅନ୍ୟ ଧର୍ମୀୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରୁଛନ୍ତି, ଯାହା ଦେଶରେ ଅସ୍ଥିରତା ସୃଷ୍ଟି କରୁଛି । ହସିନା ଆହୁରି କହିଛନ୍ତି ଯେ, ଅନ୍ତରୀଣ ସରକାରର ନୀତି ଦେଶକୁ ୧୯୭୫ ପରେ ପାକିସ୍ତାନ ଅଧୀନସ୍ଥ ଅବସ୍ଥାକୁ ଫେରାଇ ନେଉଛି, ଯେଉଁଠି ଆତଙ୍କବାଦ ଏବଂ ଉଗ୍ରବାଦ ବୃଦ୍ଧି ପାଉଛି । ସେ ଅନ୍ତର୍ଜାତୀୟ ସମୁଦାୟକୁ ଏହି ପରିସ୍ଥିତିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+