Get Updates
Get notified of breaking news, exclusive insights, and must-see stories!

ଆଜି ନିର୍ବାଚିତ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

Pakistan Prime Minister: ଆଜି ନିର୍ବାଚିତ ହେବେ ପାକିସ୍ତାନର ପ୍ରଧାମନ୍ତ୍ରୀ । ଗତକାଲି ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଏନେଇ ନ୍ୟାସନାଲ ଆସେମଲି ସେକ୍ରେଟାରିଏଟ୍ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ପଦ ପାଇଁ ଶେହବାଦ ସରିଫଙ୍କ ନାମକୁ ଘୋଷଣା କରିସାରିଛି ପାକିସ୍ତାନ ମୁସଲିମ୍ ଲିଗ୍-ଏନ । ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି ପିପୁଲସ ପାର୍ଟ, ମୁତାହିଦା, ମୁଭେମେଣ୍ଟ-ପାକିସ୍ତାନ ଓ ଅନ୍ୟାନ୍ୟ ଦଳ ।

ନିର୍ବାଚନ ଠକେଇ ଏବଂ ଭୟଙ୍କର ଅର୍ଥନୈତିକ ସଙ୍କଟ ଅଭିଯୋଗରେ ବରିଷ୍ଠ PML-N ନେତା ଶେହବାଜ ସରିଫ ଆଜି ପାକିସ୍ତାନର 33 ତମ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ ଇମ୍ରାନ ଖାନଙ୍କ ଦଳର ପରାଜୟ ହୋଇଛି ।

Shahbaz Sharif

ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ମିଳିତ ପ୍ରାର୍ଥୀ ଶେହବାଜ ସରିଫ ତାଙ୍କ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ପ୍ରତିଦ୍ୱନ୍ଦ୍ୱୀ ଓମାର ଆୟୁବ ଖାନ ମଧ୍ୟ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+