ସ୍କୁଲରେ ଗୁଳିମାଡ଼: ୩ ମୃତ
Crime News: ସ୍କୁଲରେ ଭିତରେ ଆଖିବୁଜା ଗୁଳିମାଡ଼଼ । ଆମେରିକା ୱିସ୍କୋସିନରେ ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଆଖିବୁଜା ଗୁଳିମାଡ଼ରେ ଜଣେ ଶିକ୍ଷକଙ୍କ ସମେତେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ଗୁଳିମାଡ଼ କରିଥିବା ଛାତ୍ରୀଙ୍କର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି ।













Click it and Unblock the Notifications