ବନ୍ଦ ହେବ ଋଷ ୟୁକ୍ରେନ ଯୁଦ୍ଧ ! ନୂଆ ବର୍ଷରୁ ବଡ ଖବର ଦେଲେ ଦୁଇ ଦେଶ, ନେଲେ ବଡ ନିଷ୍ପତ୍ତି

୨୦୨୨ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ୟୁକ୍ରେନ-ରୁ‌ଷ୍‌ ଯୁଦ୍ଧ ଥମିବାର ନାମ ନେଉନଥିବା ବେଳେ ନୂଆ ବର୍ଷରୁ ଏକ ଖୁସି ଖବର ମିଳିଛି । ପ୍ରଥମ ଥର ନିମନ୍ତେ ଉଭୟ ଦେଶ ୩ ଶହ ଯୁଦ୍ଧବନ୍ଦୀଙ୍କୁ ପରସ୍ପରକୁ ଫେରାଇଛନ୍ତି । ୟୁଏଇ ମଧ୍ୟସ୍ଥତାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧବନ୍ଦୀ ହସ୍ତାନ୍ତର ପାଇଁ ବୁଝାମଣା ହୋଇଥିଲା ଏବଂ ସର୍ତ୍ତ ମୁତାବକ ଉଭୟ ଦେଶ ଯୁଦ୍ଧବନ୍ଦୀଙ୍କୁ ମୁକ୍ତ କରିଛନ୍ତି ।

Russia-Ukraine war

ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି , ବୁଝାମଣା ବ୍ୟବସ୍ଥା ଅନୁସାରେ ୟୁକ୍ରେନ ନିୟନ୍ତ୍ରିତ ଅଞ୍ଚଳରୁ ୧୫୦ ରୁଷୀୟ କର୍ମଚାରୀ ଫେରିଛନ୍ତି । ପ୍ରତିବଦଳରେ ରୁଷ୍‌ ୧୫୦ ୟୁକ୍ରେନ୍‌ ଯୁଦ୍ଧବନ୍ଦୀ ଓ ସୈନିକଙ୍କୁ ଫେରାଇଛି ।

ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନ୍‌ସ୍କି ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଏ ସମ୍ପର୍କରେ କରିଥିବା ପୋଷ୍ଟରେ ଲେଖିଛନ୍ତି, ୧୮୯ଜଣ ୟୁକ୍ରେନ୍‌ ସୈନିକ, ସୀମା ସୁରକ୍ଷାକର୍ମୀ, ଦୁଇଜଣ ସାଧାରଣ ନାଗରିକ ରୁଷ୍‌ ଅଧିକୃତ ମାରିୟୁପୋଲ୍‌ରୁ ୟୁକ୍ରେନ୍‌ ଫେରିଛନ୍ତି । ଏହି ବ୍ୟକ୍ତିମାନେ ଆଜୋଭସତାଲ୍‌, ମାରିୟୁପୋଲ୍‌, ଚେର୍ନୋବିଲ୍‌ ଆଣବିକ ଶକ୍ତିକେନ୍ଦ୍ର ଓ ସ୍ନେକ୍‌ ଦ୍ବୀପର ସୁରକ୍ଷା ଦାୟିତ୍ବରେ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+