Get Updates
Get notified of breaking news, exclusive insights, and must-see stories!

ବିଶ୍ୱକୁ ଧ୍ୱଂସ କରିବା ଯୋଜନାରେ ମସ୍କୋ!

Ukraine war: ବିଶ୍ୱକୁ ଧ୍ୱଂସ କରିବା ଯୋଜନାରେ ରହିଛି ମସ୍କୋ । ଆଉ ଦିନ କେଇଟାରେ ଋଷ- ୟୁକ୍ରେନ ଯୁଦ୍ଧକୁ ପୁରିବକୁ ଯାଉଛି ୨ବର୍ଷ । କିନ୍ତୁ ଥମିବାର ନାଁ ଧରୁନି ଏହି ବିନାଶକାରୀ ଯୁଦ୍ଧ । ଅନ୍ୟପଟେ ବିଶ୍ୱକୁ ଧ୍ୱଂସ କରିଦେବା ଯୋଜନା ରେ ରହିଛି ମସ୍କୋ । ନିଜ ସେନାକୁ ନ୍ୟୁୟକ୍ଲିୟର ଯୁଦ୍ଧ ମୁକାବିଲା ପାଇଁ ପ୍ରଶିକ୍ଷଣ ଦେବାକୁ କରୁଛି ଯୋଜନା । ପରମାଣୁ ଯୁଦ୍ଧ ହେଲେ ଭାଷଣ କ୍ଷତି ଘଟିବ, ଏହା ଜାଣି ବି ଏପରି କରୁଛି ଋଷ୍ ।

ନ୍ୟୁକ୍ଲିୟର ବିସ୍ଫୋରଣ ହେଲେ ମସ୍କୋ ସେନା ଏହାର କିପରି ମୁକାବିଲା କରିବ, ସେ ନେଇ ସୈନ୍ୟଙ୍କୁ ପ୍ରଶିକ୍ଷଣ ଦେବାକୁ ବଡ଼ ଯୋଜନା କରିଛି । ଋଷ ପରମାଣ ଯୁଦ୍ଧ ପାଇଁ ଏକ ଅତ୍ୟାଧୁନିକ ସିମୁଲେଟର କରୁଛି । ଆଉ ଏହାକୁ ରକ୍ଷ ମିଲଟାରୀ ଏକାଡେମିଳ୍ ଅଫ୍ ଲଜିଷ୍ଟିକ୍ସ ବିକସିତ କରୁଥିବାର ଏକ ସୂତ୍ରରୁ ସୂଚନା ମିଳିଛି । ବୈଜ୍ଞାନିକ ତଥା ଜେନେରାଲ୍ ଏ.ଳି. ଖୁଲେଭ, ଖବର ଏଜେନ୍ସି 'ତାସ୍‌'କୁ ସୂଚନା ଦେଇ କହିଛନ୍ତି, ସ୍ଥଳସେନା ଏହି ସିମୁଲେଟରକୁ ବ୍ୟବହାର କରିବ ।

russia ukraine war

ପରମାଣୁ ଯୁଦ୍ଧର ପରବର୍ତି ସମୟରେ ଏହାର ପ୍ରଭାବି କିପରି ରହିବ, ଏଥିରୁ ବାହାରୁଥିବା ଧୁଆଁ କିପରି ଦେଖାଯିବ, ଏସବୁକୁ ସିମୁଲେଟର ବ୍ୟବହାର କରି ଅନୁଭବ କରିହେବ । ନ୍ୟୁକ୍ଲିୟର ଯୁଦ୍ଧର ମୁକାବିଲା ପାଇଁ ସ୍ଥଳସେନା ସିମୁଲେଟର ବ୍ୟବହାର କରିବ । ପରମାଣୁ ଯୁଦ୍ଧ ହେଲେ କିପରି ସୈନ୍ୟ ସୁରକ୍ଷିତ ରହିବେ, କିପରି ଏହାର ମୁକାବିଲା କରିବେ, ସେନେଇ ଋଷ୍ ତା ସୈନ୍ୟ ବାହିନୀ ଙ୍କୁ ଅତ୍ୟାଧୁନିକ ପ୍ରଶିକ୍ଷଣ ଦିଆଯିବ ।

ଏହା ଦ୍ୱାରା ଯବାନଙ୍କ ମଧ୍ୟରେ ବୈପ୍ଳବିକ ପରିବର୍ତନ ଆସିବ । ବର୍ତ୍ତମାନ ଋଷର ଏଭଳି ଯୋଜନାକୁ ନେଇ ସାରା ବିଶ୍ୱ ଏବେ ପଡ଼ିଛି ଚିନ୍ତାରେ । ବିଶ୍ୱବାସୀ ଅପେକ୍ଷା କରିଛନ୍ତ କେବେ ଏହି ବିନାଶ କାରୀ ଯୁଦ୍ଧ ସମାପ୍ତ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+