ଗାଜାର ଇସଲାମିକ୍ ବିଶ୍ୱବିଦ୍ୟାଳୟ ଉପରେ ଇସ୍ରାଏଲର ରକେଟ୍ ମାଡ଼
ଇସ୍ରାଏଲ-ହମାସ ଯୁଦ୍ଧ: ଅନେକ ମାନବ ଅଧିକାର ସଂଗଠନ ବିଶେଷ କରି ଇସଲାମ ଦେଶରେ ଗାଜା ଷ୍ଟ୍ରିପକୁ ବିଶ୍ୱର ସର୍ବବୃହତ ଖୋଲା ଜେଲ ବୋଲି କୁହାଯାଇଛି। ଏବଂ ବର୍ତ୍ତମାନ ଇସ୍ରାଏଲ ଗାଜାର ସେହି ସ୍ଥାନରେ ଆକ୍ରମଣ କରୁଛି । ସ୍ରାଏଲ ଉପରେ ହମାସର ଗୁପ୍ତ ଆକ୍ରମଣ ପରେ ଇସ୍ରାଏଲ୍ ସୈନ୍ୟବାହିନୀ ପ୍ରାୟ 21 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗାଜାରେ ପ୍ରବଳ ବୋମା ବିସ୍ଫୋରଣ କରିଛନ୍ତି। ପାଞ୍ଚ ଦିନ ମଧ୍ୟରେ 900 ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ 2,60,000 ଲୋକ ଭୂମିହୀନ ହୋଇଯାଇଥିବା ନେଇ ସୂଚନା ରହିଛି ।
Hamas transformed an institute of knowledge into an institute of destruction.
A short while ago, the IDF struck an important Hamas operational, political and military center in Gaza—the Islamic University.
Hamas transformed a university into a training camp for weapons… pic.twitter.com/pWKxR8Dhmd
— Israel Defense Forces (@IDF) October 11, 2023
ଇସ୍ରାଏଲ୍ ଯବାନମାନେ କୋଠା, ବିଦ୍ୟାଳୟ, ଡାକ୍ତରଖାନା ଏବଂ ମସଜିଦକୁ ଟାର୍ଗେଟ କରିଛନ୍ତି ଏବଂ ଏହି କୋଠାଗୁଡ଼ିକ ଧ୍ୱଂସ ହୋଇଯାଇଛି। ଦୁଇ ଦିନ ପୂର୍ବେ ଇସ୍ରାଏଲ୍ ସେନା ପାଲେଷ୍ଟାଇନୀୟମାନଙ୍କୁ ଗାଜା ଛାଡି ପଳାଇଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗାଜା ଷ୍ଟ୍ରିପ୍ ରୁ ଇସ୍ରାଏଲ୍ ଏକମାତ୍ର ମାର୍ଗ ବନ୍ଦ କରି ଦେଇଛି। ତେବେ ଯେତେବେଳେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି ସେତେବେଳେ ଗାଜାନମାନେ ସେହି ସ୍ଥାନରୁ ଅନ୍ୟ କେଉଁଠିକୁ ଯିବା ପାଇଁ ବାଟ ପାଉ ନାହାଁନ୍ତି।

ସେହିପରି ଇସ୍ରାଏଲ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗାଜାରେ ଥିବା ଇସଲାମ ବିଶ୍ୱବିଦ୍ୟାଳୟ ଉପରେ ରକେଟ୍ ମାଡ଼ କରାଯାଇଛି । ତେବେ ଏହି ବିଶ୍ୱବିଦ୍ୟାଳୟ ହମାସ ଆତଙ୍କବାଦୀ ସଙ୍ଗଠନର ଇଞ୍ଜିନିୟରଙ୍କ ଆଡ୍ଡା ସ୍ଥଳ ଥିବା ବୋଲି ଖବର ରହିଛି । ଏଠାରେ ହମାସ ନିଜ ଇଞ୍ଜିନିୟର ମାନଙ୍କୁ ଟ୍ରେନିଂ ଦେଉଥିଲା ।
ତେବେ ଏହି ବିଶ୍ୱବିଦ୍ୟାଳ ଭିତରେ ରହି ଯୁଦ୍ଧ ପରିଚାଳନା କରୁଥିବା ନେଇ ସୂଚନା ପାଇବା ପରେ ଇସ୍ରାଏଲ ସେହି ସ୍ଥାନରେ ଆକ୍ରମଣ କରିଥିଲା । ଏନେଇ ଇସ୍ରାଏଲ ସେମା ନିଜର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛି । ଯେଉଁଥିରେ ବୋମା ବିସ୍ଫୋରଣ ହେଉଥୁବାର ଦେଖିବା ପାଇଁ ମିଳୁଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications