ଋଷି ସୁନକ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ
ଋଷି ସୁନକ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ଟ୍ରସଙ୍କ ପରେ ପଦ ଜିତିଲେ ସୁନକ ।
ଲଣ୍ଡନ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଋଷି ସୁନକ । ଲିଜ ଟ୍ରସଙ୍କ ଇସ୍ତଫା ପରେ ରାଜନୈତିକ ସଙ୍କଟର ଘଟିଛି ଅନ୍ତ । କିଛି ଦିନ ତଳେ ଦ ଗାର୍ଡିୟନ ନିଜର ରିପୋର୍ଟରେ କହିଥିଲେ , ବ୍ରିଟେନର ଅଧିକାଂଶ ଲୋକେ ଏବଂ କନଜରଭେଟିଭ ପାର୍ଟିର ଅନେକ ନେତା ଗତମାସରେ ହିଁ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଇଚ୍ଛୁକ ଥିଲେ । କିନ୍ତୁ ପ୍ରଥମେ ଟ୍ରସ ହିଁ ବିଜୟୀ ହୋଇଥିଲେ ।













Click it and Unblock the Notifications