ୟୁକ୍ରେନ୍ ସହ ଶାନ୍ତି କଥାବାର୍ତ୍ତା ଲାଗି ମସ୍କୋ ପ୍ରସ୍ତୁତ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି, ୟୁକ୍ରେନ୍ ସହିତ ପୁନଃ ପ୍ରତ୍ୟକ୍ଷ ଶାନ୍ତି କଥାବାର୍ତ୍ତା ଲାଗି ମସ୍କୋ ପ୍ରସ୍ତୁତ ଅଛି । ଉଭୟ ପକ୍ଷରୁ ଡ୍ରୋନ୍ ଆକ୍ରମଣ ଜାରି ରହିଥିବା ସତ୍ତ୍ୱେ ଅଧିକାରୀ ସ୍ତରରେ ଅସ୍ତ୍ରବିରତି ଲାଗି ସର୍ତ୍ତ ନିର୍ଦ୍ଧାରଣ କରିବା ନିମନ୍ତେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ସମୟ ଓ ସ୍ଥାନ ନିରୁପଣ କରିବା ଉପରେ ଆଲୋଚନା ଜାରି ରହିଛି ବୋଲି ବେଲାରୁଷ ଗସ୍ତ ଅବସରରେ ଶ୍ରୀ ପୁତିନ କହିଛନ୍ତି । ପୂର୍ବରୁ ଇସ୍ତାନବୁଲ୍
ଠାରେ ଅନୁଷ୍ଠିତ ଶାନ୍ତି କଥାବାର୍ତ୍ତା ବିଫଳ ହୋଇଥିଲା ।













Click it and Unblock the Notifications