Get Updates
Get notified of breaking news, exclusive insights, and must-see stories!

କଲମ୍ବିଆ-ଭେନେଜୁଏଲା ସୀମାରେ ବିମାନ କ୍ରାସ୍; ଜଣେ ସାଂସଦଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ

କଲମ୍ବିଆରେ ମର୍ମନ୍ତୁଦ ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ସରକାରୀ ଏୟାରଲାଇନ୍ସ Satena ର 'Beechcraft 1900' ଟ୍ୱିନ୍-ପ୍ରୋପେଲର୍ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି କୁକୁଟା ରୁ ଓକାନା ଅଭିମୁଖେ ଯାଉଥିବା ବେଳେ 'ଲା ପ୍ଲାୟା ଡେ ବେଲେନ' ନିକଟ ପାର୍ବରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଥିବା ସମସ୍ତ ୧୩ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । କଲମ୍ବିଆର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଦୁର୍ଘଟଣାର କାରଣ ଖୋଜୁଛି । ପ୍ରାଥମିକ ସୂଚନା ଅନୁସାରେ ଖରାପ ପାଗ କିମ୍ବା ବୈଷୟିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି ।

Colombia-Venezuela border
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+