Get Updates
Get notified of breaking news, exclusive insights, and must-see stories!

ନେପାଳରେ ବଡ଼ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି

Nepal Plane Crash: ନେପାଳରେ ବଡ଼ ଧରଣର ବିମାନ ଦୁର୍ଘଟଣା । ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । କାଠମାଣ୍ତୁର ତ୍ରିଭୁବନ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଏହି ଅଘଟଣ ଘଟିଥିବା ନେଇ ସୂଚନା ରହିଛି । ରିପୋର୍ଟ ଅନୁସାରେ, ଟେକ୍ ଅଫ୍ କରିବା ସମୟରେ ରନ ୱେରୁ ବିମାନଟି ଖସିଯାଇଥିଲା ଫଳରେ ବିମାନ ନିଆଁ ଲାଗିଯାଇଥିଲା ।

Nepal Plane Crash

ସୂଚନା ଅନୁସାରେ, ସକାଳ ପ୍ରାୟ 11 ଟାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଧୂଆଁମୟ ହୋଇଯାଇଛି ।

ସୂଚନା ଅନୁସାରେ, ଏହି ଦୁର୍ଘଟଣା ରାଜଧାନୀର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି । ଏହି ବିମାନକେ ମୋଟ୍ ୧୯ ଜଣ ଲୋକ ଯାତ୍ରା କରୁଥିଲେ । ଦୁର୍ଘଟଣା ପରେ ବିମାନରେ ଭୟଙ୍କ ନିଆଁ ଲାଗି ଯାଇଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ଏକ ଟିମ୍ ନିୟୋଜିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+