ଏହି କାରଣରୁ ପାକିସ୍ତାନର ୪୮ଟି ବିମାନ ହେଲା ବାତିଲ

ପାକିସ୍ତାନ: ପାକିସ୍ତାନର ଇଣ୍ଟରନ୍ୟାସନାଲ୍ ଏୟାରଲାଇନସ୍ 48ଟି ବିମାନ ବାତିଲ କରିଛି । ଇନ୍ଧନ ଅଭାବରୁ ଏପରି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ରହିଛି । ଏନେଇ ସମ୍ବାଦପତ୍ର 'ଦି ଡନ୍' ଏକ ରିପୋର୍ଟ ପ୍ରକାଶ ପାଇଛି ।

ପାକିସ୍ତାନର ଇଣ୍ଟରନ୍ୟାସନାଲ୍ ଏୟାରଲାଇନସର ଜଣେ ମୁଖମାତ୍ର ପାକିସ୍ତାନୀ ସମ୍ବାଦପତ୍ର 'ଦି ଡନ୍'କୁ ସୂଚନା ଦେଇ କହିଛନ୍ତି, ଦୈନନ୍ଦିନ ବିମାନ ଚଳାଚଳ ପାଇଁ ବର୍ତ୍ତମାନ ସୀମିତ ପରିମାଣରେ ଇନ୍ଧନ ରହିଛି ଏହା ସହ ପରିଚାଳନାଗକ ସମସ୍ୟା ଥିବାରୁ ସମସ୍ତ ବିମାନ ବାତିଲ କରାଯାଇଛି । ସେହିପରି କିଛି ବିମାନର ଉଡାଉ ସମୟ ମଧ୍ୟ ବଦଳାଯାଇଛି ।

 Pakistan

ସେ ଆହୁରି କହିଛନ୍ତି, ଇନ୍ଧନ ଅଭାବରୁ ଦେଶ ମଧ୍ୟରେ ଚଳଚଳ କରୁଥିବା ବିମାନ ଏବଂ ବିଦେଶକୁ ଯାତ୍ରା କରୁଥିବା ୧୧ଟି ବିମାନର ଉଡାଣ ବାତିଲ କରାଯାଇଛି । ବାକି ୧୨ଟି ବିମାନ ଉଡାଣରେ ବିଳମ୍ବ ହୋଇଛି । ତେବେ ବାତିଲ କରାଯାଇଥିବା ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ ଅନ୍ୟ ବିମାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଏପରି ସ୍ଥିତିରେ ଅନେକ ଯାତ୍ରୀ ସମସ୍ୟା ସମ୍ମୁଖୀନ ହୋଇଛନ୍ତି । ଏନେକ ଯାତ୍ରୀ ଏୟାରପୋର୍ଟକୁ ଆସିବା ପୂର୍ବରୁ ଟ୍ରାଭେଲ ଏଜେଣ୍ଟ, କଷ୍ଟମର କେୟାରଠୁ ପରିସ୍ଥିତି ବିଷୟରେ ବୁଝି ବିମାନ ବନ୍ଦର ଆସୁଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+