ବଡ଼ ଅଘଟଣ: ଡଙ୍ଗାବୁ଼ଡ଼ି ୩୦ ମୃତ

ଫିଲିପାଇନ୍ସ: ଫିଲିପାଇନ୍ସର ବଡ଼ ଅଘଟଣ । ଏକ ହ୍ରଦରେ ଡଙ୍ଗାବୁଡ଼ି ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହି ୪୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ତେବେ ହଠାତ୍ ଜୋର ପବନ ହେବାରୁ ମୋଟର ଡଙ୍ଗାଟି ଓଲଟି ପଡିଥିଲ ।

Philippines news

ଏଜେନ୍ସି ରିପୋର୍ଟ ଅନୁସାରେ, ଏହି ଘଟଣା ରାତି ପ୍ରାୟ ୧ ଟାରେ ଘଟିଥିଲା । ଫିଲିପାଇନ୍ସ କୋଷ୍ଟଗାର୍ଡ ଅନୁଯାୟୀ ପ୍ରବଳ ପବନ ଯୋଗୁ ମୋଟର ଡଙ୍ଗାଟି ବୁ଼ଡ଼ି ଯାଇଥିଲା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଏହି ଡଙ୍ଗା ବୁଡ଼ି ଘଟଣାରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଫିଲିପାଇନ୍ସ ନ୍ୟୁଜ୍ ଏଜେନ୍ସି ଅନୁସାରେ ବର୍ତ୍ତମାନ ଏହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଯାରି ରହିଛି । ଫିଲିପାଇନ୍ସ କୋଷ୍ଟଗାର୍ଡ ସୂଚନା ଅନୁସାରେ, ବିନଙ୍ଗୋନର ବରଙ୍ଗ କାଲିନାୱାନଠାରୁ ପ୍ରାୟ 50 ମିଟର ଦୂରରେ ଏହି ଅଘଟଣା ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+