ପାକିସ୍ତାନ ସେନାରେ ବିଦ୍ରୋହ, ସେନା ମୁଖ୍ୟ ଅସୀମ ମୁନୀର ଗିରଫ ସୂଚନା

ପାକିସ୍ତାନ ଉପରେ ଭାରତ ପକ୍ଷରୁ ପାଲଟା ଆକ୍ରମଣ ଚାଲିଥିବା ବେଳେ ସେଠାକାର ସେନାମୁଖ୍ୟଙ୍କ ଭୂମିକାକୁ ନେଇ ସେନାରେ ବିଦ୍ରୋହ ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନୀରଙ୍କୁ ଗିରଫ କରାଯାଇଛି।

ଜଏଣ୍ଟ ଚିଫ ଅଫ ଷ୍ଟାଫ କମିଟି ଜେନେରାଲ ସାହିର ଶମଶାଦ ମିର୍ଜା ସେନାମୁଖ୍ୟ ଅସୀମ ମୁନୀରଙ୍କୁ ଗିରଫ କରିଥିବା କୁହାଯାଇଛି। ମୁନୀରଙ୍କୁ କୌଣସି ଅଜଣା ସ୍ଥାନକୁ ନିଆଯାଇଛି ବୋଲି କୁହାଯାଇଛି। ଜେନେରାଲ ମିର୍ଜା ସେନା ଦାୟିତ୍ୱ ନେଇଥିବା ମଧ୍ୟ କୁହାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରିନାହିଁ।

Pakistani Army Chief Asim Munir Detained Amid Strike On India

ଭାରତ ପକ୍ଷରୁ ଆକ୍ରମଣ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫଙ୍କବାସଭବନ ଠାରୁ ୨୦ କିମି ଦୂରରେ ବିସ୍ଫୋରଣ ଘଟିଛି। ଇତି ମଧ୍ୟରେ ଭାରତ ଦୁଇ ଜଣ ପାକିସ୍ତାନୀ ପାଇଲଟଙ୍କୁ ଅକ୍ତିଆରକୁ ନେଇଛି। ଜଣେ ପାଇଲଟକୁ ରାଜସ୍ଥାନର ଜୈସଲମିର ଓ ଅନ୍ୟ ଜଣେ ପାଇଲଟକୁ ଅଖନୁରରୁ ଧରାଯାଇଛି। ଉଭୟ ପାଇଲଟ ଯୁଦ୍ଧ ଜାହାଜ ଉଡାଇ ଭାରତୀୟ ସୀମା ମଧ୍ୟକୁ ଆସି ଆକ୍ରମଣ କରୁଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+