ଭାରତ ପାଇଁ ପୁଣି କଟକଣା ବଢ଼ାଇଲା ପାକିସ୍ତାନ

ଭାରତ ପାଇଁ ପୁଣି କଟକଣା ବଢ଼ାଇଲା ପାକିସ୍ତାନ। ଭାରତ ପାଇଁ ଆକାଶ ସୀମା କଟକଣା ବଢ଼ାଇଲା ପାକିସ୍ତାନ। ଆଉ ମାସକ ପାଇଁ କଟକଣା ବଢ଼ାଇଲା ପାକିସ୍ତାନ। ଅସ୍ତ୍ରବିରତି ଭିତରେ କଟକଣା ବଳବତ୍ତର ରଖିଲା ପାକିସ୍ତାନ। ଭାରତୀୟ ବିମାନକୁ ପାକିସ୍ତାନ ଉପର ଦେଇ ଉଡ଼ାଣ ଭରିବା ମନା। ପୂର୍ବରୁ ଯେତେବେଳେ ପହଲଗାମ ଆତଙ୍କୀ ହମଲା ହେଲା। ଆଉ ତାପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କଲା।

ସେତେବେଳେ ଭାରତ ଓ ପାକିସ୍ତାନ ଉଭୟ ଦେଶ ଉଭୟ ଦେଶ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇଥିଲେ। ଆଉ ଭାରତ-ପାକିସ୍ତାନ ଅସ୍ତ୍ରବିରତି ହେବା ପରେ ମଧ୍ୟ ସେହି କଟକଣା ସବୁ ବଳବତ୍ତର ରହିଛି।

Pakistan To Extend Closure Of Its Airspace For Indian Flights By Another Month
ଆଉ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି କି, ଭାରତ ପାଇଁ ଆକାଶ ସୀମା କଟକଣା ବଢ଼ାଇଛି ପାକିସ୍ତାନ। ଆଉ ମାସକ ପାଇଁ କଟକଣା ବଢାଇଛି ପାକିସ୍ତାନଯ କଟକଣା ଥିବା ସମୟରେ ପାକିସ୍ତାନ ଉପର ଦେଇ ଭାରତ ବିମାନ ଉଡ଼ିପାରିବ ନାହିଁ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+