ପାକିସ୍ତାନ ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦେଶ

ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦେଶ ଭାବେ ପାକିସ୍ତାନକୁ ନାମିତ କରାଯାଇଛି । ସେଠାରେ ସରକାର, ନ୍ୟାୟପାଳିକା ଏବଂ ସାଧାରଣ କ୍ଷେତ୍ରରେ ଦୁର୍ନୀତି ବ୍ୟାପିଥିବା ରିପୋର୍ଟରେ ଦର୍ଶାଯାଇଛି । ଚଳିତ ସପ୍ତାହର ପ୍ରାରମ୍ଭରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୪ରେ ଦୁର୍ନୀତି ସୂଚକାଙ୍କରେ ୧୮୦ଟି ଦେଶ ମଧ୍ୟରୁ ପାକିସ୍ତାନ ୧୩୫ତମ ସ୍ଥାନରେ ରହିଛି ।

୨୦୨୨ ମସିହାରେ ପାକିସ୍ତାନ ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ୨ବର୍ଷ ପରେ ସରିଫ୍‍ଙ୍କ ସରକାର ମଧ୍ୟ ସମାନ ଦୁର୍ନୀତି ଅଭିଯୋଗର ଏବେ ସମ୍ମୁଖୀନ ହେଉଛନ୍ତି ।

pakistan

ଦୁର୍ନୀତି ଯୋଗୁଁ ପାକିସ୍ତାନରେ ଘୋର ଅର୍ଥନୈତିକ ସଙ୍କଟ ଦେଖାଦେଇଛି । ମୁଦ୍ରାସ୍ପୀତି ବୃଦ୍ଧି ପାଉଥିବାରୁ ସେଠାକାର ନାଗରିକମାନଙ୍କୁ ସ୍ୱାସ୍ଥ୍ୟସେବା ସମେତ ମୌଳିକ ଆବଶ୍ୟକତା ପୂରଣ କରିବା ଲାଗି ଅସମର୍ଥ ହେଉଥିବା ରିପୋର୍ଟରେ କୁହାଯାଇଛି । ପାକିସ୍ତାନ ଆନ୍ତର୍ଜାତୀୟ ସଂଗଠନ ଏବଂ ବନ୍ଧୁରାଷ୍ଟ୍ର ଗୁଡ଼ିକଠାରୁ ଋଣ ଆଣି ଅର୍ଥନୀତି ପରିଚାଳନା କରୁଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+