ପାକିସ୍ତାନରେ ବିସ୍ଫୋରଣ: ୩ ମୃତ
Pakistan Blast: ପାକିସ୍ତାନରେ ବିସ୍ଫୋରଣରେ ୨ ଜଣ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି ସେହିପରି ୧୬ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ବିଲୋଚିସ୍ତାନ ପିଶିନ ଜିଲ୍ଲାର ଏକ ଥାନା ନିକଟରେ ବିସ୍ଫୋରଣ ହୋଇଛି । ତେବେ ଗୁରୁତରଙ୍କ ମଧ୍ୟରେ ୭ ଜଣ ପୋଲିସ କର୍ମଚାରୀ ରହିଛନ୍ତି ।

ସୂଚନା ଅନୁସାରେ ବାଇକରେ ରିମୋଟ୍ ବୋମା ଖଞ୍ଜାଯାଇ ବିସ୍ଫୋରଣ କରାଯାଇଥିଲା ।












Click it and Unblock the Notifications