ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍; ଏୟାରଷ୍ଟ୍ରାଇକ୍ରେ ୪୦୦ ମୃତ; ୨୦୦ରୁ ଊର୍ଦ୍ଧ୍ୱ ଆହତ
ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ । ଏୟାରଷ୍ଟ୍ରାଇକ୍ରେ ୪୦୦ ମୃତ; ୨୦୦ରୁ ଊର୍ଦ୍ଧ୍ୱ ଆହତ। ହସ୍ପିଟାଲ୍ ଉପରକୁ ପାକିସ୍ତାନ ଆଟାକ୍ କରିଥିବା ଆଫଗାନ ସରକାରଙ୍କ ଦାବି । ମୃତାହତଙ୍କ ସଂଖ୍ୟା ଆହୁରୀ ବଢିପାରେ କହିଲା ତାଲିବାନ ସରକାର। ତାଲିବାନ ସରକାରଙ୍କ ଅଭିଯୋଗକୁ ଖଣ୍ଡନ କଲା ପାକିସ୍ତାନ । ଆତଙ୍କୀ ଆଡ୍ଡାକୁ ନଷ୍ଟ କରାଯାଇଥିବା ପାକିସ୍ତାନର ସୂଚନା ।













Click it and Unblock the Notifications