ଓସ୍କାର 2025 ପୁରସ୍କାର ସମାରୋହ ଆରମ୍ଭ
Oscar 2025: ଓସ୍କାର 2025 ପୁରସ୍କାର ସମାରୋହ ଆରମ୍ଭ, ଶ୍ରେଷ୍ଠ ଅଭିନେତା ରେସରେ Adrien Brody ଏବଂ Timothée Chalametଙ୍କ ମଧ୍ୟରେ ରେସ । ବିଶ୍ୱର ସବୁଠାରୁ ବଡ଼ ଚଳଚ୍ଚିତ୍ର ପୁରସ୍କାର 'ଓସ୍କାର ପୁରସ୍କାର'କୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହାରି ମଧ୍ୟରେ, ୯୭ତମ ଓସ୍କାର ପୁରସ୍କାର ସମାରୋହ ଆରମ୍ଭ ହୋଇଛି। ବର୍ତ୍ତମାନ ଏହାର ଲାଇଭ୍ ଦେଖିପାରିବେ ।

୨୦୨୫ ମସିହାର ଓସ୍କାର ପୁରସ୍କାର ଆମେରିକାର ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ହେଉଛି। ସବୁଠାରୁ ଅଧିକ ନାମାଙ୍କନ ପାଇଥିବା ଚଳଚ୍ଚିତ୍ର ହେଉଛି Emilia Pérez ଯାହା ୧୩ଟି ନୋମିନେସନ ଏବଂ ହଲିଉଡ୍ ଫିଲ୍ମ 'ଦି ବ୍ରୁଟାଲିଷ୍ଟ' ୧୧ଟି ନୋମିନେସନ ପାଇଛି ।












Click it and Unblock the Notifications