ଅପରେସନ୍‌ ସିନ୍ଦୁର'ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍‌ ଆଜହର ସଫା

ଅପରେସନ୍‌ ସିନ୍ଦୁର'ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍‌ ଆଜହର ସଫା। ଭାରତୀୟ ସେନାର ମିସାଇଲ୍‌ ମାଡ଼ରେ ମୃତ୍ୟୁ ସୂଚନା । କାନ୍ଦାହାର ବିମାନ ଆକ୍ରମଣ ଘଟଣାରେ ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ।

Operation Sindoor

ଅପରେସନ ସିନ୍ଦୂର' ସରିନି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ସର୍ବଦଳୀୟ ବୈଠକ ପରେ ବଡ଼ ସୂଚନା ଦେଲେ କିରଣ ରିଜିଜୁ ।ଅପରେସନ ସିନ୍ଦୂର'ରେ ଅତିକମ୍‌ରେ ୧୦୦ ଆତଙ୍କବାଦୀ ମରିଛନ୍ତି । ସର୍ବଦଳୀୟ ବୈଠକରେ ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଶୀର୍ଷରେ ପହଞ୍ଚିଛି। ବୁଧବାର ଭୋର ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଅବସ୍ଥାନଗୁଡ଼ିକ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି। ଏହି ଅପରେଶନ, ଯାହାକୁ 'ଅପରେଶନ ସିନ୍ଦୁର' ନାମ ଦିଆଯାଇଛି, ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଭାବେ କରାଯାଇଛି। ପହଲଗାମ ଆକ୍ରମଣରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା।

Pakistan Drone Attack ଭାରତୀୟ ସେନା ପାକିସ୍ତାନର ମୁରିଦେ, ବାହାୱାଲପୁର, ସିଆଲକୋଟ ଏବଂ ପିଓକେର କୋଟଲି ଓ ମୁଜାଫରାବାଦ ସମେତ ମୋଟ ୯ଟି ଆତଙ୍କବାଦୀ ଅବସ୍ଥାନକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୋଇବା ଭଳି ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ମୁଖ୍ୟାଳୟ ଧ୍ୱଂସ ହୋଇଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ଆକ୍ରମଣ ସୀମିତ ଓ ଅଣ-ଉତ୍ତେଜନାମୂଳକ ଥିଲା ଏବଂ କୌଣସି ପାକିସ୍ତାନୀ ସୈନ୍ୟ ଅବସ୍ଥାନକୁ ଟାର୍ଗେଟ କରାଯାଇ ନାହିଁ। ଆକ୍ରମଣରେ ବେଙ୍ଗାଲୁରୁରେ ର୍ନିମିତ 'କାମିକାଜେ' ଡ୍ରୋନ ବ୍ୟବହାର କରାଯାଇଥିଲା, ଯାହା ଇସ୍ରାଏଲୀ ସାମରିକ ପ୍ରଯୁକ୍ତି ସହଯୋଗରେ ତିଆରି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+