ଡ୍ରାଗନକୁ ଖୋଲା ଧମକ, ଚୀନ୍‌ ଉପରେ ଅତିରିକ୍ତ ୫୦% ଟାରିଫ ଲଗାଇବ ଆମେରିକା

ଚୀନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲା ଧମକ ଦେଇଛନ୍ତି। ଚୀନ ଉପରେ ଅତିରିକ୍ତ ୫୦% ଟାରିଫ ଆମେରିକା ଲଗାଇବ। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ରାଷ୍ଟ୍ରପତିଙ୍କୁ ୨୪ ଘଣ୍ଟିଆ ଅଲଟିମେଟମ ଦେଇଛନ୍ତି। ଚୀନ ୩୪% ଟାରିଫରୁ ନ ଓହରିଲେ ଆମେରିକା ୫୦% ଟାରିଫ ଲଗାଇବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।

China
ଗତକାଲି ଭାରତ ସମେତ ଅନ୍ୟ ସେୟାର ବଜାରରେ ସୁନାମି ଘଟିଥିଲା। ଆଜି ଭାରତୀୟ ସେୟାର ବଜାର କିଭଳି ଖୋଲିବା ତା' ଉପରେ ସମସ୍ତଙ୍କ ନଜର ରହିଛି। ଟ୍ରମ୍ପ ଟାରିଫ ଝଟକା ପରେ ଆଜି ସେୟାର ବଜାରରେ ସୁଧାର ଆସିଛି। ଚୀନ, ଜାପାନ ଓ ଅଷ୍ଟ୍ରେଲିଆ ସେୟାର ମାର୍କେଟ ପଜିଟିଭ ସହ ଖୋଲିଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+