Get Updates
Get notified of breaking news, exclusive insights, and must-see stories!

ଥାଇଲାଣ୍ଡ-କାମ୍ବୋଡ଼ିଆ ସୀମା ବିବାଦ;ଜଣେ ସାଧାରଣ ନାଗରିକ ମୃତ

ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ଲାଗି ରହିଥିବା ସୀମାବିବାଦରେ ପ୍ରଥମ ଥର ଲାଗି ଆଜି ଥାଇଲାଣ୍ଡ୍‍ର ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ଘଟଣାର ଦୃଢ଼ ନିନ୍ଦା କରିଯିବା ସହ ଏହା ଅମାନବୀୟ କାର୍ଯ୍ୟ ବୋଲି କୁହାଯାଇଛି ।

dead body

କାମ୍ବୋଡ଼ିଆ ପକ୍ଷରୁ ଜାଣିଶୁଣି ଥାଇଲାଣ୍ଡର ଜନବସତି ଅଞ୍ଚଳକୁ ଲକ୍ଷ୍ୟକରି ବାରମ୍ବାର ଗୁଳିଚାଳନା କରାଯାଉଥିବା ଅଭିଯୋଗ କରାଯାଇଚି । ଥାଇଲାଣ୍ଡ ସେନା ପକ୍ଷରୁ ତ୍ରାଟ୍‍ ପ୍ରଦେଶର କେତେକ ସୀମାନ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+