ନର୍ସିଂ ହୋମ୍ରେ ଭୟଙ୍କର ଅଗ୍ନିକାଣ୍ଡ, ୨୦ ମୃତ
ଉତ୍ତର ଚୀନ୍ର ହେବେଇ ପ୍ରଦେଶର ଏକ ନର୍ସିଂ ହୋମ୍ରେ ଅଗ୍ନିକାଣ୍ଡରେ ୨୦ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ରାତି ୯ଟା ସମୟରେ (ସ୍ଥାନୀୟ ସମୟ) ଚେଙ୍ଗଡେ ସହରର ଲୋଙ୍ଗହୁଆ କାଉଣ୍ଟିରେ ଅଗ୍ନିକାଣ୍ଡ ଘଟିବା ସମୟରେ କୋଠାରେ ମୋଟ ୩୯ ଜଣ ବୃଦ୍ଧ ରହିଥିଲେ।ରାତି ପ୍ରାୟ ୧୧ଟା ସୁଦ୍ଧା ନିଆଁ ଲିଭାଇ ଦିଆଯାଇଥିଲା।
ଉତ୍ତର ଚୀନ୍ର ହେବେଇ ପ୍ରଦେଶର ଏକ ନର୍ସିଂ ହୋମ୍ରେ ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଚୀନ୍ର ରାଜଧାନୀ ବେଜିଂରୁ ପ୍ରାୟ ୧୮୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ଲଙ୍ଗହୁଆ କାଉଣ୍ଟିର ନର୍ସିଂ ହୋମ୍ରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟିଥିଲା।













Click it and Unblock the Notifications