ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି; ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ ନେପାଳ ସାଧାରଣ ନିର୍ବାଚନ
ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ ନେପାଳ ସାଧାରଣ ନିର୍ବାଚନ । ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଶପଥ ନେବା ପରେ ନିର୍ବାଚନ ତାରିଖ ଘୋଷଣା।
ଅନ୍ତରୀଣ ସରକାର ୬ ମାସ କାମ କରିବା ପରେ ମାର୍ଚ୍ଚ ୫ରେ ହେବ ନିର୍ବାଚନ । ସଂସଦ ଭଙ୍ଗ ସହ ମାର୍ଚ୍ଚ ୫ରେ ସାଧାରଣ ନିର୍ବାଚନ କରିବାକୁ ନିଷ୍ପତ୍ତି। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି । GEN-Z ଆନ୍ଦୋଳନ ପରେ କାଲି ଶପଥ ଗ୍ରହଣ କରିଥିଲେ ସୁଶୀଳା କାର୍କି।













Click it and Unblock the Notifications