ନେପାଳ କାଠମାଣ୍ତୁରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୫ ମୃତ

Nepal Plane Crash: ନେପାଳର ରାଜଧାନୀ କାଠମାଣ୍ଡୁରେ ବଡ଼ ଧରଣରେ ବିମାନ ଦୁର୍ଘଟଣା । ବିମାନଟି ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ 19 ଜଣ ଲୋକ ଥିବା ନେଇ ସୂଚନା ରହିଛି । କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ, ବୁଧବାର ଦିନ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଉଡାଣ ଭରିବା ବେଳେ ପ୍ଲେନ୍ କ୍ରାସ୍ ହୋଇଛି ।

Nepal Kathmandu Aircraft Crash

ସକାଳ ପ୍ରାୟ 11 ଟାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଧୂଆଁମୟ ହୋଇଯାଇଛି ।

ସୂଚନା ଅନୁସାରେ, ଏହି ଦୁର୍ଘଟଣା ରାଜଧାନୀର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି । ଏହି ବିମାନକେ ମୋଟ୍ 19 ଜଣ ଲୋକ ଯାତ୍ରା କରୁଥିଲେ । ଦୁର୍ଘଟଣା ପରେ ବିମାନରେ ଭୟଙ୍କ ନିଆଁ ଲାଗି ଯାଇଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ଏକ ଟିମ୍ ନିୟୋଜିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+