ନେପାଳରେ ପୁଣି ଭୂକମ୍ପ ଝଟକା ଅନୁଭୂତ

Earthquake In Nepal: ନେପାଳରେ ପୁମି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୩.୬ ରେକର୍ଡ କରାଯାଇଛି । କାଣ୍ତମାଣ୍ତୁର ଉତ୍ତରପଶ୍ଚିମ ଦିଗରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଗତକାଲି ପରେ ଆଜି ପୁଣି ଭୂକମ୍ପ ଯୋଗୁଁ ଭୟଭିତ ଲୋକ । କାଲି ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆକ ସମେତ ଉତ୍ତର ଭାରତରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହା ତିବ୍ରତା ୬.୪ ରେକର୍ଡ କରାଯାଇଥିଲା ଯାହାର ଗଭୀରତା ୧୦ କିମି ଥିବା ନେଇ ଏନସିଏଲ୍ ପକ୍ଷରୁ ସୂଚନା ଯାରିକରାଯାଇଥିଲା ।

earthquake

ସୂଚନାଥାଉ ଯେ, ନେପାଳରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପରେ ବ୍ୟାପକ କ୍ଷତି ଘଟିଥିଲା । ନେପାଳର ଜାଜରକୋଟ ଜିଲ୍ଲାର ରାମିଦାଣ୍ଡା ଅଞ୍ଚଳରେ ୬.୪ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଘଟିଛି, ଯାହା ପରେ ୧୨୮ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଥିଲେ । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ବିହାରରେ ମଧ୍ୟ ନେପାଳ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି ଯେ ଏହି ଭୂକମ୍ପ 10 କିଲୋମିଟର ଗଭୀରତାରେ, 28.84 N ଅକ୍ଷାଂଶ ଏବଂ 82.19 E ଦ୍ରାଘିମାରେ ଘଟିଛି । ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ନେପାଳରେ ବଡ ଭୂକମ୍ପରେ ଆସିଥିବା ନେଇ ସୂଚନା । ଜାଜରକୋଟରେ ଭୂକମ୍ପ କେନ୍ଦ୍ର ଅବସ୍ଥିତ ଏବଂ ଏହାର ଜନସଂଖ୍ୟା 190,000 ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+