ସ୍ପେନ୍ ବନ୍ୟାରେ ଗଲାଣି ୫୦ରୁ ଉର୍ଦ୍ଧ୍ୱ ଜୀବନ
ପୂର୍ବ ସ୍ପେନ୍ର ଭାଲେନ୍ସିଆ ଅଞ୍ଚଳରେ ପ୍ରବଳ ବନ୍ୟା ଯୋଗୁଁ ପ୍ରାୟ ୫୧ ଜଣଙ୍କର ମୃତ୍ୟୁ ହୋଇଛି । ଅବିଶ୍ରାନ୍ତ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଏହି ବନ୍ୟାରେ ସଡ଼କପଥ, ରେଳପଥ ଓ ବାୟୁ ପଥରେ ଯାତାୟତ ସମ୍ପୂର୍ଣ ବନ୍ଦ ହୋଇଯାଇଛି । ସ୍ପେନ୍ର ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତକାଲି ୮ ଘଣ୍ଟା ମଧ୍ୟରେ ଭାଲେନ୍ସିଆ ଅଞ୍ଚଳରେ ୪୯୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା ।

ସ୍ପେନ୍ ଜରୁରୀକାଳୀନ ପ୍ରସମନ ବାହିନୀ ୧ ହଜାରରୁ ଊର୍ଦ୍ଧ୍ବ ଯବନା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି ।












Click it and Unblock the Notifications