ନେପାଳ ବିମାନ ନିଖୋଜ ଘଟଣା: ମିଳିଲା 14 ଯାତ୍ରୀଙ୍କ ମୃତଦେହ
ନେପାଳ ତାରା ଏୟାରଲାଇନ୍ସର 9N-AET ବିମାନ ନିଖୋଜ ବିମାନର ମିଳିଲା ପତ୍ତା। ମୁସ୍ତୁଙ୍ଗା ଜିଲ୍ଲାରୁ ବିମାନର ଭଗ୍ନାବଶେଷ ମିଳିବା ପରେ 14ଜଣଙ୍କ ମୃତଦେହ ଉଦ୍ଧାର କଲା ନେପାଳ ସେନା । ରବିବାର ସର୍ଚ୍ଚ ଅପରେସନ ହୋଇଥିବା ବେଳେ ତୁଷାରପାତ ଯୋଗୁଁ ଲୋ ଭିଜିବିଲିଟି କାରଣରୁ
କାଠମାଣ୍ଡୁ: ନେପାଳ ତାରା ଏୟାରଲାଇନ୍ସର 9N-AET ବିମାନ ନିଖୋଜ ବିମାନର ମିଳିଲା ପତ୍ତା। ମୁସ୍ତୁଙ୍ଗା ଜିଲ୍ଲାରୁ ବିମାନର ଭଗ୍ନାବଶେଷ ମିଳିବା ପରେ 14ଜଣଙ୍କ ମୃତଦେହ ଉଦ୍ଧାର କଲା ନେପାଳ ସେନା । ରବିବାର ସର୍ଚ୍ଚ ଅପରେସନ ହୋଇଥିବା ବେଳେ ତୁଷାରପାତ ଯୋଗୁଁ ଲୋ ଭିଜିବିଲିଟି କାରଣରୁ ଅପରେସନକୁ ବନ୍ଦ ରଖାଯାଇଥିଲା । ଆଜି ପୁଣି ସର୍ଚ୍ଚ ଅପେରସନ କରାଯିବା ପରେ ବିମାନର ଭଗ୍ନାବଶେଷ ମୁସ୍ତୁଙ୍ଗା ଜିଲ୍ଲାରେ ଠାବ କରାଯାଇଥିଲା ।













Click it and Unblock the Notifications