ଇରାକର ରାଜଧାନୀ ବାଗ୍ଦାଦ୍ସ୍ଥିତ ଆମେରିକାର ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼
ଇରାକର ରାଜଧାନୀ ବାଗ୍ଦାଦ୍ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ବାଗଦାଦ ଉପରେ ଆକ୍ରମଣ କରିଥିବା ଇରାନର ୨ ଜଣ ସୈନିକଙ୍କ ମୃତ୍ୟୁ ହେବା ପରେ ଏଭଳି ଘଟଣା ଘଟିଛି ।

ତେବେ ବାଗଦାଦସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ଏ ସଂପର୍କରେ ତୁରନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ସ୍ଥାନୀୟ ଆମେରିକା ଦୂତାବାସର ରାଡାର ବ୍ୟବସ୍ଥା ଉପରକୁ ଏକ ଆତ୍ମଘାତୀ ଡ୍ରୋନ୍ ଆକ୍ରମଣ କରାଯାଇଥିଲା ବୋଲି ଇରାନର ଜାତୀୟ ଗଣମାଧ୍ୟମ କହିଛି ।












Click it and Unblock the Notifications