ଆତଙ୍କବାଦୀଙ୍କ ସଫେଇ ପାଇଁ ଅପରେସନ ସିନ୍ଦୂର,ଛାନିଆରେ ପାକିସ୍ତାନୀ ସେନାର ହେଡକ୍ବାର୍ଟରକୁ ସିଫ୍ଟ ହେଲେ ଆତଙ୍କୀଙ୍କ ଆକ୍କା !
ଆତଙ୍କବାଦୀଙ୍କ ସଫେଇ ପାଇଁ ପାକିସ୍ତାନରେ ଭାରତ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଏବେ ଭାରତର ଆକ୍ରମଣ ପରେ ଶତ୍ରୁଦେଶର ସେନା ଏବଂ ଆତଙ୍କବାଦୀଙ୍କ ଆକ୍କା ମିଶି ଯାଇଛନ୍ତି । ସୂତ୍ର ଅନୁସାରେ ପାକ୍ ସୈନ୍ୟ ଆତଙ୍କୀଙ୍କ ୩ ବଡ଼ ଆକ୍କାଙ୍କୁ ହେଡକ୍ବାଟର୍ସକୁ ସିଫ୍ଟ କରିଛନ୍ତି ।













Click it and Unblock the Notifications