Get Updates
Get notified of breaking news, exclusive insights, and must-see stories!

ଟ୍ରକକୁ ପଟିଲା ବସ୍: ୩୮ ମୃତ, ୯ ଗୁରୁତର

Accident News: ଟ୍ରକକୁ ପଟିଲା ବସ୍, ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ଟ୍ରକ ସହ ବସର ଧକ୍କା ପରେ ବସରେ ଲାଗିଥିଲା ନିଆଁ । ଏପରି ଘଟଣା ବ୍ରାଜିଲ ମିନସ୍ ଗେରସରେ BR-116 ରାଜପଥରେ ଥିବା ତିଓଫେଲୋ ଓଟୋନି ସହର ନିକଟରେ ଘଟିଛି । ବସଟି ରାଜଧାନୀ ସାଓ ପାଉଲୋରୁ ଯାତ୍ରୀଙ୍କୁ ନେଇ ଯାଉଥିଲା । ସେହିପରି ବସରେ ୪୫ରୁ ଅଧିକ ଯାତ୍ରୀ ଥିଲେ ।

Brazil road accident

ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ସମେତ ୩୮ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ ସାଓ ପାଉଲୋରୁ ୪୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଟ୍ରକ ସହିତ ଧକ୍କା ହେବା ପରେ ବସ୍ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ବସ୍ ସହିତ ଏକ କାର ମଧ୍ୟ ମୁହାଁମୁହିଁ ଧକ୍କା ହୋଇଥିଲା ହେଲେ ଏଥିରେ ଥିବା ଯାତ୍ରୀ ସୁରକ୍ଷିତ ଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+