Get Updates
Get notified of breaking news, exclusive insights, and must-see stories!

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୫

ଇଣ୍ଡୋନେସିଆର ପଶ୍ଚିମ ପାପୁଆ ଅଞ୍ଚଳରେ ଆଜି ସକାଳୁ ସକାଳୁ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ଅନୁଯାୟୀ ଭୂମିକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ପାପୁଆ । ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଦୌଡି ଆସିଥିଲେ । ଏଯାବତ କୌଣସି ମୃତାହତ କିମ୍ବା ସୁନାମି ଚେତାବନୀ ରିପୋର୍ଟ ଆସିନାହିଁ ।

earthquake

ଭୂମିକମ୍ପର ଗଭୀରତା ୧୦କିଲୋମିଟର ଥିଲା । ଏପରି ଭୂମିକମ୍ପ ଭୟଙ୍କର ହୋଇପାରେ । ସ୍ଥାନୀୟ କର୍ତ୍ତୃପକ୍ଷ ଉଦ୍ଧାରକାରୀ ଦଳକୁ ସତର୍କ ରହିବାକୁ କହିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ସକାଳେ ହୋଇଥିବା ଭୂମିକମ୍ପ ପରେ ପରବର୍ତ୍ତୀ ଝଟକା ହେବାର ସମ୍ଭାବନା ଅଧିକ ରହିଛି । ଜୀବନ ଏବଂ ଧନସମ୍ପତ୍ତିର କ୍ଷତିକୁ ଏଡାଇବା ପାଇଁ ଅଞ୍ଚଳର ପୁରୁଣା କୋଠା ଏବଂ ନିର୍ମାଣରୁ ଲୋକମାନାଙ୍କୁ ସ୍ଥାନାନ୍ତର କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+