Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନରେ ଜଳ ପ୍ରଳୟ, ୪୦୦ରୁ ଅଧିକ ଲୋକ ନିଖୋଜ

ପାକିସ୍ତାନର ଖାଇବର ପଖ୍‍ତୁନଖ୍ୱା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଛି । ଫଳରେ ସେଠାକାର ଚାଷଜମି ସମେତ ବାସଗୃହ ଓ ଅନେକ ଭିତ୍ତିଭୂମି ନଷ୍ଟ ହୋଇଥିବା ଖବର ମିଳିଛି । ଚଳିତମାସ ୧୫ ତାରିଖ ପରଠାରୁ ପ୍ରାକୃତିକ ବିପର୍ଯ୍ୟୟରେ ୪୦୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଇଛି ।

flood

ବନ୍ୟାଜନିତ ବିଭୀଷିକା ପରେ ସେହି ଅଞ୍ଚଳରେ ଜଳବାହିତ ରୋଗ ଓ ଚର୍ମରୋଗ ବୃଦ୍ଧି ପାଇଛି । ସୂଚନା ମୁତାବକ ହଇଜା, ଗ୍ୟାଷ୍ଟ୍ରିକ୍‍, ଡେଙ୍ଗୁ ଏବଂ ମେଲେରିଆ ଭଳି ରୋଗ ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନ ସରକାର ଏବଂ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ପକ୍ଷରୁ ସେଠାରେ ସ୍ଥାପନ କରାଯାଇଥିବା ମେଡ଼ିକାଲ କ୍ୟାମ୍ପରେ ଅନେକ ଲୋକ ଚିକିତ୍ସିତ ହେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+