Get Updates
Get notified of breaking news, exclusive insights, and must-see stories!

କେନିଆରେ ଭୟଙ୍କର ବିମାନ ଦୁର୍ଘଟଣା,୬ ମୃତ

କେନିଆର ରାଜଧାନୀ ନେରୋବୀରେ ଭୟଙ୍କର ବିମାନ ଦୁର୍ଘଟଣା । ଏଥିରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ୨ ଡାକ୍ତର, ୨ ନର୍ସ, ୨ ସାଧାରଣ ଲୋକ ରହିଛନ୍ତି । କେନିଆର ସିଭିଲି ଏଭିଏସନ ଅଥରିଟି ଦୁର୍ଘଟଣା ବିଷୟରେ ସୂଚନା ଦେଇଛି । ଏୟାର ଆମ୍ବୁଲାନ୍ସ ଏକ ସ୍କୁଲ ଉପରେ ବିମାନଟି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ କିଛି ଘର ଧ୍ବଂସ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ହୋଇ ପଡିବା ପରେ ଏୟାର ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା । ବିମାନ ପଡିଥିବା ସ୍କୁଲ ମଧ୍ୟ ସଂପୂର୍ଣ୍ଣ ଧ୍ବଂସ ହୋଇଥିଲା ।

Kenya

ଖବର ମୁତାବକ, କେନିଆର ଏକ ଏୟାର ଆମ୍ବୁଲାନ୍ସ ଏକ ସ୍କୁଲ ଉପରେ ବିମାନଟି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ କିଛି ଘର ଧ୍ବଂସ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ହୋଇ ପଡିବା ପରେ ଏୟାର ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା । ବିମାନ ପଡିଥିବା ସ୍କୁଲ ମଧ୍ୟ ସଂପୂର୍ଣ୍ଣ ଧ୍ବଂସ ହୋଇଥିଲା । ଆମ୍ବୁ କାଉଣ୍ଟି କମିଶନର ହେନରୀ ବାଫୁଲା ଦୁର୍ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଦୁର୍ଘଟଣା ଭାରତୀୟ ସମୟ ଅପରାହ୍ନ ୨ଟା ୧୪ ମିନିଟ ସମୟରେ ହୋଇଥିଲା । ଉଡ଼ାଣ ଭରିବାର ୩ ମିନିଟ ମଧ୍ୟରେ ଏୟାର ଆମ୍ବୁଲାନ୍ସ ଗାୟବ ହୋଇଯାଇଥିଲା । ଏହାପରେ ଏଟିସି ସହିତ ସଂପର୍କ ତୁଟିଯାଇଥିଲା ।

ଏୟାର ଆମ୍ବୁଲାନ୍ସ ସ୍କୁଲ ଉପରେ ପଡିଥିଲା । ବିମାନ ତଳେ ପଡିବା ପରେ ନିଆଁ ଲାଗିଯାଇଥିଲା । ଲୋକଙ୍କୁ ଉଦ୍ଧାର କରାଯାଉଛି । ସ୍ଥାନୀୟ ଲୋକ ପୋଲିସକୁ ଏହା ବିଷୟରେ ସୂଚନା ଦେଇଥିଲେ । ନ୍ୟାସନାଲ ପୋଲିସ ସର୍ଭିସ ଏବଂ କେନିଆ ଡିଫେନ୍ସ ଫୋର୍ସ ମିଳିତ ଭାବେ ରେସକ୍ୟୁ ଅପରେସନ ଚଳାଇଛନ୍ତି । ଏହାପରେ ଏୟାର ଆକ୍ସିଡେଣ୍ଟ ଇଭେଷ୍ଟିଗେସନ ଡିପାର୍ଟମେଣ୍ଟ ଦୁର୍ଘଟଣାକୁ ନେଇ ଯାଞ୍ଚ ଆଦେଶ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+